ହଟିଲେ ରବିନ୍ଦର ରାଇନା, ସତ ଶର୍ମା ହେଲେ ଜମ୍ମୁ-କଶ୍ମୀର ନୂଆ ବିଜେପି ସଭାପତି
ନୂଆଦିଲ୍ଲୀ: ରବିନ୍ଦର ରାଇନାଙ୍କୁ ଜମ୍ମୁ କାଶ୍ମୀର ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସତ ଶର୍ମାଙ୍କୁ ଜମ୍ମୁ କାଶ୍ମୀରର ନୂତନ ବିଜେପି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଇନାଙ୍କୁ ସଭାପତି ପଦରୁ ହଟାଇବା ପରେ ତାଙ୍କୁ ବିଜେପି ...
