୯୩ ବର୍ଷ ବୟସରେ ୫ମ ଥର ପାଇଁ ବିବାହ କଲେ ମିଡିଆ ସାମ୍ରାଜ୍ୟର ମାଲିକ ରୁପର୍ଟ ମର୍ଡୋକ
ନୂଆଦିଲ୍ଲୀ: ନ୍ୟୁଜ୍ କର୍ପ ଚେୟାରମ୍ୟାନ୍ ଏମିରିଟସ୍ ରୁପର୍ଟ ମର୍ଡୋକ ୫ମ ଥର ପାଇଁ ବିବାହ କରିଛନ୍ତି। ଏଥର ସେ ଜୀବବିଜ୍ଞାନୀ ଏଲେନା ଜୁକୋଭାଙ୍କୁ ବିବାହ କରିଛନ୍ତି। ମିଡିଆ ମୋଗଲ ନାମରେ ଜଣାଶୁଣା ରୁପର୍ଟ ମର୍ଡୋକଙ୍କୁ ୯୩ ବର୍ଷ ଏବଂ ତାଙ୍କ ବର ...
