ସୈଫ ଅଲ୍ଳୀ ଖାନଙ୍କୁ ଛୁରିରେ ଆକ୍ରମଣ ମାମଲା, ଦୋଷ ସ୍ବୀକାର କଲା ଅଭିଯୁକ୍ତ
ନୂଆଦିଲ୍ଲୀ: ସୈଫ ଅଲ୍ଳୀ ଖାନଙ୍କୁ ଆକ୍ରମଣ କରିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ନିଜର ଦୋଷ ସ୍ବୀକାର କରିଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ବ୍ୟବହାର କରିଥିବା ଛୁରିର ୩ୟ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି ...
