ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳି ମାଡ ହୋଇଛି। ସେ ଆଜି କଂଗ୍ରେସ ଭବନ ଭିତରକୁ ଯିବା ବେଳେ କେତେକ ଦୁର୍ବୁର୍ତ୍ତ ତାଙ୍କ ମୁହଁକୁ କାଳି ଫୋପାଡିଛନ୍ତି। ଫଳରେ ସେ ଭୟରେ ଭିତରକୁ ପଳାଇଯାଇଛନ୍ତି। ଏହି ...
