ସିକ୍କିମ ବିଧାନସଭା ଫଳାଫଳ, ଏକପାଖିଆ ବିଜୟ ଆଡକୁ ବଢୁଛି ଏସକେଏମ୍
ନୂଆଦିଲ୍ଲୀ: ସିକ୍କିମ୍ ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ୩୨ ଟି ସିଟ୍ ମଧ୍ୟରୁ ୩୧ ଟିରେ ଆଗୁଆ ରହିଛି। ଯେତେବେଳେ ବିରୋଧୀ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ୍) ଟ୍ରେଣ୍ଡରେ ୧ ଟି ଆସନରେ ଆଗରେ ରହିଛି। ...
