ମାଓବାଦୀଙ୍କ ବର୍ବରକାଣ୍ଡ, ଘରୁ ଡାକିନେଇ ବୃଦ୍ଧଙ୍କୁ ନୃଶଂସ ହତ୍ୟା
ଭୁବନେଶ୍ବର: ଘରୁ ଡାକିନେଇ ଗୁଳି କରିଦେଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି । ପେଟାପାଡ଼ ଗାଁର କଲୁମୁ ହିଡ଼ମାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି ...
