ଗଣନା ହେବ ରାଜ୍ୟରେ ଥିବା ଗୃହପାଳିତ ପଶୁଙ୍କ ସଂଖ୍ୟା, ପୁରୀ ଆରମ୍ଭ ହେଲା ପ୍ରଶିକ୍ଷଣ
ଭୁବନେଶ୍ୱର: ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇପାରିବ। ଏହା ଫଳରେ ଉତ୍ପାଦକତା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପଶୁପାଳନ ଓ ଡାଇରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ମତପ୍ରକାଶ କରିଛନ୍ତି । ...
