ବାତିଲ୍ ହେଲା UGC-NET ପରୀକ୍ଷା, ନୂଆ ପରୀକ୍ଷା ତାରିଖ ଘୋଷଣା କରିବ NTA
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର UGC-NET ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛି। ପରୀକ୍ଷଣର ଅଖଣ୍ଡତା କ୍ଷୁର୍ଣ୍ଣ ହୋଇଛି ବୋଲି ଏଜେନ୍ସି ପ୍ରାଥମିକ ସଂକେତ ପାଇଛି। ପରୀକ୍ଷା ପ୍ରକ୍ରିୟାର ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ଏବଂ ପବିତ୍ରତା ନିଶ୍ଚିତ କରିବାକୁ ...
