• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା କିରଣ ଚୌଧୁରୀଙ୍କ ଇସ୍ତଫା

by Voice of Victims
August 20, 2024
in ଦେଶ ବିଦେଶ, ମୁଖ୍ୟ ଖବର
କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା କିରଣ ଚୌଧୁରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ଛାଡି କିଛି ମାସ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା କିରଣ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇବା ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଦିନ ହରିୟାଣାରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପାଇଁ ଶେଷ ଦିନ। ଏହାପୂର୍ବରୁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିପାରେ। ଏଭଳି ପରିସ୍ଥିତିରେ କିରଣ ଚୌଧୁରୀଙ୍କ ଦାବି ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଛି। ତେବେ କୁଲଦୀପ ବିଷ୍ନୋଇଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ଚାଲିଛି। କିନ୍ତୁ, ଏହା ସତ୍ତ୍ୱେ ୧୯ ମାସ ଧରି ଖାଲି ପଡିଥିବା ରାଜ୍ୟସଭା ଆସନରେ କିରଣ ଚୌଧୁରୀଙ୍କ ନାମ ଅନୁମୋଦନ ହେବାର ସମସ୍ତ ସମ୍ଭାବନା ରହିଛି। କିରଣ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେବା ପରେ ବିଧାନସଭା ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

Post Views: 20
Tags: The resignation of Kiran Chowdhury
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In