• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଧୂମ୍‌ଧାମରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଆକର୍ଷଣର କେନ୍ଦ୍ରବିନ୍ଦୁ କଣ୍ଢେଇ ବାହାଘର

by Voice of Victims
October 10, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଧୂମ୍‌ଧାମରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଆକର୍ଷଣର କେନ୍ଦ୍ରବିନ୍ଦୁ କଣ୍ଢେଇ ବାହାଘର

(ନିଆଳି, ମାଧବ): ନିଆଳି ଥାନା ଅନ୍ତର୍ଗତ ମାଧବ ଗ୍ରାମ ର ପ୍ରଧାନ ସାହି ରେ ପାଳିତ ହେଲା ଧାର୍ମିକ ଓ ଅବସର ଅଧୀନରେ ସାମାଜିକ ଉତ୍ସବ କୁମାର ପୂର୍ଣିମା। ଏହି ବସରରେ ଗ୍ରାମର ସମସ୍ତ ଗ୍ରାମବାସୀ ଏକାଠି ହୋଇ ଆୟୋଜିତ କରିଥିଲେ ଅନନ୍ୟ ସାମ୍ପ୍ରଦାୟିକ କଣ୍ଢେଇ ବାହାଘର। ପ୍ରଧାନ ସାହି ର ପୁଷ୍ପିତା ପରିଡା ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ବିଶେଷ ଅନୁଷ୍ଠାନ ଗ୍ରାମ ଲୋକଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନଜରରେ ରଖ୍ ଦୁଇଟି ଝିଅକୁ ବର ବେଶରେ ସଜାଯାଇଥିଲା ।ବାଜା ବାଣ ଓ ରୋଷଣୀ ସହ ବରଯାତ୍ରୀ ମାନେ ଗ୍ରାମର ମାଧବାନନ୍ଦ ଙ୍କ ମନ୍ଦିର ଠାରୁ ଆରମ୍ଭ କରି ଗ୍ରାମର ଶେଷରେ କନ୍ଯା ଘର ପାଖରେ ପହଞ୍ଚିଥିଲେ। ସେଠାରେ କନ୍ୟା ଘର ପକ୍ଷରୁ ସମ୍ମାନ ଓ ବନ୍ଦାପନା ସହ ବରଙ୍କୁ ସ୍ୱଗତ କରାଯାଇଥିଲା।

ପୁରୋହିତଙ୍କ ମନ୍ତ୍ରାଚ୍ଚାରଣ ମଧ୍ୟରେ ରୀତି ନୀତି ରେ କଣ୍ଢେଇ ବିବାହ ଅନୁଷ୍ଠିତ ହୋଇଥିଲା। ପରେ ଆସିଥ‌ିବା ବରଯାତ୍ରୀ ଓ ଅତିଥିମାନଙ୍କ ପାଇଁ ସୁବ୍ୟବସ୍ଥିତ ଭୋଜି ର ଅୟୋଜନ କରାଯାଇଥିଲା |ଏହି ଉତ୍ସବ ମଧ୍ୟମରେ ଗ୍ରାମର ଲୋକମାନେ ସାମ୍ପ୍ରଦାୟିକ ଏକତା, ହସି ଖୁସି ଗାଁର ସଙ୍ଗଠନିକ ଶକ୍ତିର ନୂଆ ଉଦାହରଣ ପ୍ରତିଷ୍ଠା କରିଛନ୍ତି। ଗ୍ରାମର ଯୁବ, ବୃଦ୍ଧ, ବୃଦ୍ଧା ଓ ଝିଅ ମାନେ ଏକାଠି ହୋଇ ଏହି କୁମାର ପୂର୍ଣ୍ଣିମାକୁ ସ୍ମରଣୀୟ କରିଛନ୍ତି। ସମଗ୍ର ଅଞ୍ଚଳରେ ଏହି ଆୟୋଜନ ସେ ନେଇ ଖୁସିର ଆଲୋଡ଼ନ ସୃଷ୍ଟି ହୋଇଛି, ଏବଂ ଗ୍ରାମବାସୀ ମାନେ ଏହାକୁ ଏକ ସଂସ୍କୃତିକ ପରିଚୟ ଓ ଏକତାର ପ୍ରତୀକ ବୋଲି ବର୍ଣନା କରିଛନ୍ତି ।

Post Views: 75
Share204Tweet128Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In