• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମହାନଦୀ ପ୍ରସଙ୍ଗ ସମାଧାନ ପାଇଁ ମାନସିକତା ରହିବା ଦରକାର:ପ୍ରସନ୍ନ ଆଚାର୍ଯ୍ୟ

by Voice of Victims
June 19, 2024
in ମୁଖ୍ୟ ଖବର, ରାଜ୍ୟ
ମହାନଦୀ ପ୍ରସଙ୍ଗ ସମାଧାନ ପାଇଁ ମାନସିକତା ରହିବା ଦରକାର:ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ, କେନ୍ଦ୍ର ଓ ପଡୋଶୀ ଛତିଶଗଡରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ । ଛତିଶଗଡରେ ଡ୍ୟାମ୍ ସବୁ ହେବା ପରେ ମହାନଦୀ ଶୁଖିଲା ପଡିଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଲେ ଭଲ । କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି କହି ତେରେଛା ବାଣ ମାରିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ। ସେପଟେ ବିଜେଡି ବିଧାୟକଙ୍କ କଥାରେ ଜବାବ ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି, ବିଜେଡି ରାଜ୍ୟରେ ୨୪ ବର୍ଷ ସରକାରରେ ଥିଲେ । ମହାନଦୀ ପ୍ରସଙ୍ଗ ଏବେର ନୁହେଁ । ଛତିଶଗଡ ସହ ମହାନଦୀ ଜଳ ବିବାଦକୁ ନେଇ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଛତିଶଗଡ ସହ କେତେଥର ଆଲୋଚନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ସୁରେଶ ପୁଜାରୀ । ଏବେ ତ ବହୁତ ବିଳମ୍ବ ହୋଇଗଲାଣି । ଓଡିଶା ବହୁତ କ୍ଷତି ସହିଲାଣି । ନୂଆ ସରକାର ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସହ ସାମ୍ବିଧାନିକ ଫୋରମରେ ଆଲୋଚନା କରି ଓଡିଶା ବାସୀଙ୍କୁ ନ୍ୟାୟ ଦେବେ ନିଶ୍ଚୟ ବୋଲି କହିଛନ୍ତି ସୁରେଶ ପୂଜାରୀ ।

Post Views: 30
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In