• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

by Voice of Victims
August 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

କଟକ: ବୃକ୍ଷ ହିଁ ଜୀବନ ବୋଲି ସଂକଳ୍ପ ନେଇ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ସିଡିଏ ସେକ୍ଟର-୬ ସ୍ଥିତ ଜଷ୍ଟିସ୍ ବୀରକିଶୋର ପାର୍କ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। କ୍ଲବ୍’ର ସଭାପତି ରୁପେଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁରେନ୍ଦ୍ର ପାତ୍ର, ପୂର୍ବତନ ସଭାପତି ବିଶ୍ୱଜିତ ସେନାପତି, ଉପସଭାପତି ସ୍ୱସ୍ମିତ ସ୍ୱରୂପ ସାମଲ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ଲେଙ୍କା, ଅନଙ୍ଗ ନାୟକ, ନିବେଦିତା ସାହୁ, ଟୁନା ପ୍ରଧାନ, ନମିତା ମିଶ୍ର, ମହମ୍ମଦ ଜାଓ୍ଵିଦ, ବିକାଶ ରାଠି, ଅନନ୍ତ ଅଗ୍ରୱାଲ, ମହମଦ୍ ଆଫାକ୍ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମ ନିୟମିତ କରିବାକୁ ଆଜିର ସମସ୍ତେ ଶପଥ କରିଥିଲେ।

ସୁବାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୃକ୍ଷରୋପଣ ନିମିତ୍ତ ସଂକଳ୍ପ ଓ ଶପଥ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା

Post Views: 110
Share200Tweet125Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In