• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କୁ ଅର୍ଘ୍ୟ ପୁଷ୍ପାଞ୍ଜଳି

by Voice of Victims
July 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କୁ ଅର୍ଘ୍ୟ ପୁଷ୍ପାଞ୍ଜଳି

କଟକ: ପବିତ୍ର ସାରସ୍ଵତ ପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦଶାହ ସଂଧ୍ୟାରେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ମୃତି ଉତ୍ସବ “ଅର୍ଘ୍ୟ ପୁଷ୍ପାଞ୍ଜଳି” ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ତାଙ୍କ ସହିତ ବିତାଇଥିବା ଅଭୂଲା ମୂହୁର୍ତ୍ତକୁ ମନେପକାଇ ସ୍ମୃତିଚାରଣ କରିଥିଲେ ଓଡିଶାର ବିଭିନ୍ନ କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ, କବି, ଲେଖକ, ଗୀତିକାର ଓ ସଂଗୀତ ନିର୍ଦେଶକମାନେ। କୈଳାସ ଚନ୍ଦ୍ର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି
ସ୍ମୃତି ସଭାରେ ଶୀର୍ଷାନନ୍ଦ ଦାସ କାନୁନଗୋ, ଦେବାଶିଷ ମହାପାତ୍ର, ବିବୁ ଦାସ, ଓଁ ପ୍ରକାଶ ମହାନ୍ତି, ଗୌର ପଟ୍ଟନାୟକ, ସୁବ୍ରତ ରାଉତରାୟ, ଗୀତା ଖୁଣ୍ଟିଆ, ତୃପ୍ତି ଦାସ, ମୋହିତ ଚକ୍ରବର୍ତ୍ତୀ, ସତ୍ୟ ଦାସ, ଶରତ ନାୟକ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ବିଜୁ ସ୍ୱାଇଁ, ସନ୍ଧ୍ୟା ମିତ୍ର, ରାଜକିଶୋର ଦାସ, ରବିନାରାୟଣ ରଥ, ବାପୁ ଲେଙ୍କା, ପ୍ରଫୁଲ ବେହେରା ଖୋକନ କୁମାର ପ୍ରମୁଖ ଯୋଗଦେଇ ଶ୍ରୀକାନ୍ତ ଦାସଙ୍କ ସଂଗୀତ ଓ ଜୀବନି ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶେଖର ଘୋଷ, ଅରୁଣ ମନ୍ତ୍ରୀ, ରବି ଶଙ୍କର ପ୍ରଧାନ, ଦୀପକ ସାମନ୍ତରାୟ, ପ୍ରଣବ ଅଖଣ୍ଡ, ରଘୁ ସାହୁ, ଜ୍ଞାନୀ ଦେବାଶିଷ ମିଶ୍ର, ଜ୍ୟୋତି ରଞ୍ଜନ ଲେଙ୍କା, ବିଜୟ କୁମାର ସାହୁ, ନିରଞ୍ଜନ ସାହୁ, ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ଶେଷରେ ସତ୍ୟ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Post Views: 117
Share199Tweet125Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In