• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହ୍ବାଇଟହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ

by Voice of Victims
March 1, 2025
in ଦେଶ ବିଦେଶ, ମୁଖ୍ୟ ଖବର
ହ୍ବାଇଟହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ

ନୂଆଦିଲ୍ଲୀ: ହ୍ବାଇଟହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ । ଭୀଷଣ କଥା କଟାକଟି । ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ । ଗଣମାଧ୍ୟମ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ତୀବ୍ର କଥା କଟାକଟି । ଡିଲ୍ କର, ନହେଲେ ୟୁକ୍ରେନ ହାତ ଛାଡ଼ି ଦେବୁ । ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନସ୍କିଙ୍କୁ ଦାୟୀ କରିଥିଲେ ଟ୍ରମ୍ପ । ଏହାସହିତ ଯୁକ୍ରେନ ତୃତୀୟ ବିଶ୍ବଯୁଦ୍ଧକୁ ଉସୁକାଉଛି ବୋଲି କହିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛି । ତୃତୀୟ ବିଶ୍ବଯୁଦ୍ଧ ପାଇଁ ଉସୁକାଉଛ ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ । ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସିଙ୍କୁ ଘେରିଥିଲେ । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ଜେଲେନସ୍କିଙ୍କୁ କହିଥିଲେ ନିଜ ଅଞ୍ଚଳର ସୁରକ୍ଷା ପାଇଁ କାହାରି ସହ ସାଲିସ କରିବୁ ନାହିଁ । ହ୍ବାଇଟ ହାଉସରେ ଗତକାଲି ଜେଲେନସ୍କିଙ୍କୁ ସ୍ବାଗତ କରିଥିଲେ ଟ୍ରମ୍ପ । ଉଭୟ ନେତା କରମର୍ଦ୍ଦନ କରିଥିଲେ । ତେବେ ଆଲୋଚନା ବେଳେ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଥିଲା ।  ରୁଷ ସହ ଯଦ୍ଧକୁ ନେଇ ଜେଲେନସ୍କି କିହିଛନ୍ତି, ରୁଷ ଆମର ଅଞ୍ଚଳ ଅକ୍ତିଆର କରି ରଖିଛି ।  ଏହା ନଫେରି ପାଇବା ଯାଏ ପୁଟିନଙ୍କ ସହ କୌଣସି ସାଲିସ କରାଯିବ ନାହିଁ । ଆମେ ଆମ ଦେଶରେ ରହିଛୁ । ସବୁବେଳେ ମଜଭୁତ ହୋଇ ରହିଆସିଛୁ ।  ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ ବୋଲି କହିଥିଲେ ଜେଲନସ୍କି ।  ଟ୍ରମ୍ପ କହିଛନ୍ତି, ରୁଷଠାରୁ ନିଜ ଅଞ୍ଚଳ ଫେରିପାଇବା ପାଇଁ ୟୁକ୍ରେନ ନିଜେ ଉଦ୍ୟମ କରିବା ଆବଶ୍ୟକ । ଏଥିରେ ଆମେରିକା କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In