• About Us
  • Contact Us
Sunday, February 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୋଠଘର ନିକଟରେ ବସିଥିବା ବେଳେ ହାତୀ ଝିଙ୍କିନେଇ ଚକଟି ଦେଲା

by Voice of Victims
February 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
କୋଠଘର ନିକଟରେ ବସିଥିବା ବେଳେ ହାତୀ ଝିଙ୍କିନେଇ ଚକଟି ଦେଲା

ରଣପୁର ୦୭/୨: ଗତ ଦୁଇଦିନତଳେ କେରଣ୍ଡାଟାଙ୍ଗୀ ପଞ୍ଚାୟତ କୁକୁଡାଝରି ଗ୍ରାମରେ ଦନ୍ତା ହାତୀ ଜଣକୁ ଆକ୍ରମଣ କରିଥିବା ବେଳେ ସେ ଡାକ୍ତରଖାନା ରେ ଚିକିଶ୍ଚିତ ହେଉ ଛନ୍ତି l ଶୁକ୍ରବାର ରାତ୍ର ୮ଟାବେଳେ ମହତପଲ୍ଲା ଗ୍ରାମପଞ୍ଚାୟତ ର ବିରୁଡ଼ା ଗ୍ରାମ କୋଠଘର ନିକଟରେ ଭିକାରି ବେହେରା (୫୦)ନାମକ ଜାଣେବ୍ୟକ୍ତି ବସିଥିବା ବେଳେ ହଠାତ ଏକ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ଚକଟି ଦେଇଥିଲା l

ଫଳରେ ହାତୀ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ରକ୍ତାକ୍ତ ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି l ଏହି ଖବର ଶୁଣିବା ପରେ ରାସ୍ତାଘାଟରେ ଯିବାପାଣି ଭୟଭୀତ ଥିବାବେଳେ ସମଗ୍ର ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି l ଏହିଭଳି ଘଟଣା ବାରମ୍ବାର ଘଟୁଥିବା ସହ ଲୋକମାନଙ୍କର ଫସଲ ଓ ଧନ ଜୀବନ ପ୍ରତି ବିପଦ ଲାଗିରହିଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି l

Post Views: 23
Share199Tweet125Send
Voice of Victims

Voice of Victims

Recent Posts

  • କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
  • କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ
  • ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In