କଟକ, ମହାନଦୀ ବିହାର ପତଞଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ବିଶ୍ଵ ମଧୁମେହ ଦିବସ ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସବିତା ଦାସ, ଅମିତା ପୃଷ୍ଟି, ଦେବଯାନୀ ପ୍ରଧାନ, ଅଳକା ନାୟକ, ରାନୁବାଳା ସାହୁ, ନିରୂପମା ମହାନ୍ତି, ନିବେଦିତା ମହାନ୍ତି, ଅଞ୍ଜଳି ନାୟକ, ଦୀପ୍ତି ସ୍ବାଇଁ, ବୈଷ୍ଣବ ପାତ୍ର, ସୁଶିମ ଶାହା, ଶ୍ରୀମନ୍ତ ପଟ୍ଟନାୟକ, ଗତେଶ୍ଵର ବେହେରା ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପ୍ରମୋଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମଧୁମେହ ରୋଗର ନିରାକରଣରେ ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା।
