• About Us
  • Contact Us
Saturday, August 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କଂଗ୍ରେସ ଘୋଷଣା କଲା ଜିଲ୍ଲା କମିଟି ତାଲିକା

by Voice of Victims
December 8, 2023
in ମୁଖ୍ୟ ଖବର, ରାଜ୍ୟ
କଂଗ୍ରେସ ଘୋଷଣା କଲା ଜିଲ୍ଲା କମିଟି ତାଲିକା

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ପରିଡ଼ାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବ୍ଲକ/ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ନାମ ଅନୁମୋଦନ କରିଛନ୍ତି । ଏହି କମିଟିରେ ଉପସଭାପତି ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ନିକୁଞ୍ଜ ବିହାରି ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ସୁରଥ ଚନ୍ଦ୍ର ସାହୁ, ଗୌରହରି ନାୟକ, ବସନ୍ତ କୁମାର ଦାସ ଓ ଶ୍ରୀମତୀ ମିନତୀ ନାୟକ ରହିଥିବା ବେଳେ କୋଷାଧକ୍ଷ ଭାବରେ ଲଳିତ ମୋହନ ନାୟକ ରହିଛନ୍ତି । ସେହିଭଳି ଭାବରେ ସାଧାରଣ ସଂପାଦକ ଭାବରେ ସର୍ବଶ୍ରୀ କ୍ଷୀରୋଦ କୁମାର ରାଉତ, ତ୍ରିଲୋଚନ ପଣ୍ଡା, ବିଜୟ କୁମାର ସ୍ୱାଇଁ, ଯଶୋବନ୍ତ ଖୁଂଟିଆ, କିଶୋର କୁମାର ସାହୁ, ଗୋବିନ୍ଦ ମହାନ୍ତ, ମୂରଲୀଧର ବେହେରା ଓ ସରୋଜ କୁମାର ବାଘେଲବାବୁ ରହିଛନ୍ତି । ସମ୍ପାଦକ ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଜେନା, ରାମଚନ୍ଦ୍ର ମହାରଣା, ନାକଫୋଡ଼ି ପ୍ରଧାନ, କୈଳାସି ଚନ୍ଦ୍ର ବାରିକ, ଦୌପ୍ରଦୀ ନାୟକ, ଦେବାଶିଷ ସାହୁ, ଦିଲ୍ଲିପ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, କୁଞ୍ଜବିହାରୀ ମହାନ୍ତ, ଯାଗବିର ଦିଷା, ଦୋଲୁ ଦଳ ବେହେରା, ରୁପ ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ନାୟକ, ଉମେଶ ଚନ୍ଦ୍ର ଗିରି, ସୁରେଖା ଜେନା ଓ ଚିତରଞ୍ଜନ ପଣ୍ଡା ପ୍ରମୁଖ ରହିଛନ୍ତି । କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ସର୍ବଶ୍ରୀ ସୁରେଶ ଜେନା, ପ୍ରଶାନ୍ତ କୁମାର ପାଲ, ଏମଡି ମୋକିମ, ସୁବତ୍ର କୁମାର ପ୍ରଧାନ, ଆର୍ତତ୍ରାଣ ଦାସ, ରାମଚନ୍ଦ୍ର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରବିଣା ଦଣ୍ଡପାଟ, ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସେବାଦଳ ମୁଖ୍ୟ ବିରଭଦ୍ର ମହାନ୍ତ, ଆରଜିପିଆରଏସ ଅଧ୍ୟକ୍ଷ ସୁଦର୍ଶନ ପାଇକରାୟ, ଅନୁସୂଚିତ ଜନ ଜାତି ବିଭାଗ ଅଧ୍ୟକ୍ଷ ବିନୋଦ ବିହାରୀ ନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରମାକାନ୍ତ ପଣ୍ଡା, ପଛୁଆବର୍ଗ ଅଧ୍ୟକ୍ଷ ଯଦୁମଣି ବାରିକ, କିଷାନ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଲିଗାଲ ସେଲ ଅଧ୍ୟକ୍ଷ ସୁରଜିତ ଦାସ, ଆରଟିଆଇ ସେଲ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଏସ୍‌କେ ଅଜିଜ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ସୁଢ଼ଳ କୁମାର ସେଠୀ, ସହ ଅଧ୍ୟକ୍ଷ ତାରିଣୀ ପଟ୍ଟନାୟକ, ମୁଖପାତ୍ର ଆଲୋକ ମିଶ୍ର ଓ ସଂଗିତା ସିଂ ପ୍ରମୁଖ ରହିଛନ୍ତି ।

Post Views: 571
Share199Tweet124Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In