• About Us
  • Contact Us
Monday, August 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜାତୀୟ ପ୍ରେସ ଦିବସ ଅବସରରେ ସମ୍ବାଦପତ୍ର ପ୍ରଦର୍ଶନୀ

by Voice of Victims
November 16, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜାତୀୟ ପ୍ରେସ ଦିବସ ଅବସରରେ ସମ୍ବାଦପତ୍ର ପ୍ରଦର୍ଶନୀ

ଭୁବନେଶ୍ଵର: ଜାତୀୟ ପ୍ରେସ ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଭାଗୀୟ ଶାସନ ସଚିବ ସଂଜୟ କୁମାର ସିଂହ ଏହାର ଉଦଘାଟନ କରିଛନ୍ତି। ପ୍ରଦର୍ଶନୀରେ ଓଡ଼ିଶାର ପୁରାତନ ଓ ବର୍ତ୍ତମାନର ବିଭିନ୍ନ ସମ୍ବାଦପତ୍ର ସ୍ଥାନ ପାଇଛି। ଶ୍ରୀ ସିଂହ କିଛି ସମୟ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଶଶାଙ୍କ ଶେଖର ଦାସ ପ୍ରଦର୍ଶନୀର ସଂଯୋଜନା କରିଥିଲେ।

Post Views: 68
Share199Tweet124Send
Voice of Victims

Voice of Victims

Recent Posts

  • ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ସ୍ପେଶାଲ ଟ୍ରେନରେ କରିବେ ଯାତ୍ରା
  • PMAY ତାଲିକାକୁ ନେଇ ତେଜିଲା ବିବାଦ, ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍
  • ୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି, ଜନଜାତି, ଚାଷୀ ଓ ସହର ବିକାଶକୁ ପ୍ରାଥମିକତା
  • ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In