• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଏସିଏଫ୍‌ଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ

by Voice of Victims
December 6, 2024
in ମୁଖ୍ୟ ଖବର, ରାଜ୍ୟ
ଏସିଏଫ୍‌ଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ

ଭୁବନେଶ୍ଵର : ହୀରାକୁଦ ଏସିଏଫ୍‌ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଚଢାଉ କଲା ବେଳେ ନଗଦ ୧୪ ଲକ୍ଷ ଟଙ୍କା ସହ ୧୫୦ ଗ୍ରାମର ସୁନା ଏବଂ ୩୦୦ ଗ୍ରାମର ରୁପା ଅଳଙ୍କାର ଜବତ କଲା ଭିଜିଲାନ୍ସ। ଏତଦ୍ ବ୍ୟତୀତ ଏସିଏଫ୍‌ଙ୍କର ୭ଟି ପ୍ଲଟ ଠାବ ହୋଇଛି। ରେବତୀ ରମଣଙ୍କର ସମ୍ଵଲପୁର ଟାଉନ୍‌ରେ ୩ଟି କୋଠା, ଭୁବନେଶ୍ଵରରେ ୪ଟି ଫ୍ଲାଟ୍, ଏବଂ ସମ୍ଵଲପୁର ଟାଉନ୍‌ରେ ୩ଟି ଫ୍ଲାଟ୍ ରହିଛି।  ଭିଜିଲାନ୍ସ ରେଡ୍ ପରେ ଆସିଲା ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ସମ୍ପତ୍ତି ତାଲିକା। ସମ୍ବଲପୁର ଅଁଇଠାପାଲିରେ ଏସିଏଫ୍‌ଙ୍କର ଏକ ତିନି ମହଲା କୋଠା, ପାଲିପାଲିରେ ଏକ କୋଠା, ପଦ୍ମପୁରରେ ଏକ କୋଠା, ଭିବନେଶ୍ଵର ଘାଟିକିଆରେ ଏକ ଫ୍ଲାଟ୍, ସମ୍ବଲପୁର ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍, ଚର୍ଚ୍ଚ ଛକ ବ୍ରିଜଧାମ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ୍ ରହିଛି। ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। 

Post Views: 84
Share205Tweet128Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In