• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା

by Voice of Victims
January 15, 2025
in ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା

ଭୁବନେଶ୍ବର: ଆଜି ସରକାର ବାଣ୍ଟିଲେ ଭତ୍ତା । ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା  ୩୫ ଶହ ଟଙ୍କା । ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ ହୋଇଛନ୍ତି। କେନ୍ଦୁଝର ଧରଣୀଧର କକଲେଜରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ଅନ୍ୟପଟେ ସରକାରଙ୍କ ଏହି ଯୋଜନାକୁ କଟାକ୍ଷ କରିଛନ୍ତି ବିରୋଧୀ ନେତା ପ୍ରସନ୍ନ ଅଚାର୍ୟ୍ୟ। ସେ କହିଛନ୍ତି,  ଦୁଃଖର କଥା ହେଉଛି ସରକାର ପ୍ରକୃତରେ ନିର୍ବାଚନ ପ୍ରତିଶୃତି ରଖିଲେ ନାହିଁ। ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଥିଲେ. ହେଲେ ନିର୍ବାଚନ ପରେ କେବଳ ୮୦ ବର୍ଷ ଲୋକଙ୍କୁ ଭତ୍ତା ଦେଲେ। ଏମିତି ଅନେକ କ୍ଷେତ୍ରରେ ସରକାର ନିଜ ପ୍ରତିଶ୍ରୁତି ରଖିନାହାଁନ୍ତି।  ଗଣତନ୍ତ୍ରରେ ଅନାସ୍ଥା ଆସେ, ହେଲେ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ । ଏବେ  ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ। ଲୋକେ ଉତ୍ସାହ ସହ ତାଙ୍କୁ ଅପେକ୍ଷା କରିଛନ୍ତି । କାରଣ  ଆଜି ବି ସେ ଓଡ଼ିଶାର ଅଦ୍ଵିତୀୟ ନେତା। 

Post Views: 47
Share200Tweet125Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In