• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛଅ ଥର ଛୁରା ମାଡ, ହସପିଟାଲରେ ଚାଲିଛି ଚିକିତ୍ସା

by Voice of Victims
January 16, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛଅ ଥର ଛୁରା ମାଡ, ହସପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ସୈଫ ଅଲ୍ଲି ଖାନଙ୍କୁ ଏକ ଅଜଣା ବ୍ୟକ୍ତି ମୁମ୍ବାଇ ଘରେ ପଶି ଛ ଥର ଛୁରି ମାରିଥିବାର ଜଣାପଡିଛି। ଏହି ଘଟଣା ଗତକାଲି ରାତି ୨.୩୦ ରେ ଘଟିଥିଲା। ଏହି ଘଟଣା ପରେ ସୈଫଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅପରେସନ ଚାଲିଛି ବୋଲି କୁହାଯାଇଛି। ତେବେ ଡାକ୍ତରଖାନା ସୂଚନା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ବ୍ୟକ୍ତି ଜଣଙ୍କ ସୁରକ୍ଷା ବଳୟ ଭେଦ କରି ତାଙ୍କ ଘରେ ପ୍ରବେଶ କରିଥିଲା। ସେତେବେଳେସୈଫ ଘୁମାଉଥିଲେ ବୋଲି କୁହାଯାଉଛି। ସେ ପଶିବା ପରେ ସୈଫଙ୍କ ନିଦ ଭାଙ୍ଗି ଯାଇଥିଲା। ଏହାପରେ ତାଙ୍କ ସହିତ ଅଭିନେତାଙ୍କ ମୁହାଁମୁହିଁ ହେଲା। ତା’ ପରେ, ଏହି ବ୍ୟକ୍ତି ସୈଫଙ୍କୁ ଛ ଥର ଛୁରି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମାଲ କରି ଏହାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସୈଫଙ୍କ ଘରର ତିନିଜଣ ସହାୟକଙ୍କୁ ପଚରାଉଚୁରା କରିୃୁଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହାର ସମାନ୍ତରାଳରେ ତଦନ୍ତ ଦାୟିତ୍ୱ ନେଇଛି। ଏଥିପାଇଁ ତଦନ୍ତ ନିମନ୍ତେ ସାତଟି ଟିମ୍ ଗଠିତ ହୋଇଛି। ଗୋଟିଏ ଟିମ୍ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତିନୋଟି ଟିମ୍ ମୁମ୍ବାଇର ଭିନ୍ନ ଅଞ୍ଚଳରେ ପଇଁନ୍ତରା ମାରୁଛନ୍ତି।

Post Views: 181
Tags: Actor Saif Alli Khan stabbed six times
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In