• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାମଚନ୍ଦ୍ରପୁର ଶାସନରେ “ବିଶ୍ବଶାନ୍ତି ମହାଯଜ୍ଞ”

by Voice of Victims
January 29, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାମଚନ୍ଦ୍ରପୁର ଶାସନରେ “ବିଶ୍ବଶାନ୍ତି ମହାଯଜ୍ଞ”

ରଣପୁର (ଭିଓଭି): ରଣପୁର ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ଶାସନରେ ତିନି ଦିନ ବ୍ୟାପି ରୁଦ୍ର ଓ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରଥମ ଦିବସରେ ପୁଷ୍କରଣୀରୁ ଜଳାଧିବାସ କରାଯାଇ କଳସ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ ନିକଟସ୍ଥ ସମସ୍ତ ମନ୍ଦିରରୁ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରତଃ ସମୟରେ ସୂର୍ଯ୍ୟ ପୂଜା, ମଧ୍ୟାହ୍ନ ରେ ପୀଠ ପୂଜା, କାମଧେନୁ ପୂଜା କରାଯାଇଥିଲା। ଗୋଧୂଳି ଅପରାହ୍ନରେ ଚଣ୍ଡୀ ଆହୁତି, ରୁଦ୍ରାଭିଷେକ ଆହୁତି କରାଯାଇଛି ।

ଅମାବାସ୍ୟା ତିଥିରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ପଣ୍ଡିତ ଆଲୋକ ତ୍ରିପାଠୀ ଆଚାର୍ଯ୍ୟ ରୂପେ ନିମନ୍ତ୍ରିତ ହୋଇ ପୂଜା ପାଠ କରିଥିଲେ । ପୁସ୍ତକାଚାର୍ଯ୍ୟ ଭାବେ ମନୋରଞ୍ଜନ ପ୍ରହରାଜ, ହରେକୃଷ୍ଣ ନନ୍ଦ ବେଦପାଠ କରିଥିଲେ । ନୀଳକଣ୍ଠ ଦାଶ , ଶଙ୍କର୍ଷଣ ଦାଶ, ବାଳକୃଷ୍ଣ ଦାଶ, ବୀରକିଶୋର ମିଶ୍ର, ଜୋତିରଞ୍ଜନ ଦାଶ, ବାଳକୃଷ୍ଣ ଷଡ଼ଙ୍ଗୀ ସମସ୍ତ ବ୍ରାହ୍ମଣ ଉପସ୍ଥିତ ରହି ଯଜ୍ଞରେ ବିଭିନ୍ନ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।

Post Views: 63
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In