• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ

by Voice of Victims
February 22, 2025
in ମୁଖ୍ୟ ଖବର, ରାଜ୍ୟ
ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ

ଭୁବନେଶ୍ବର: ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ । ଭୟଭୀତ ହୋଇ ଝରକା ପଟେ ବାହାରକୁ ବାହାରିଲେ ଯାତ୍ରୀ । କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିକଟରେ ଆଜି ଏକ ମୋ ବସରେ ନିଆଁ ଲାଗିଥିବା ବେଳେ ଧୂଆଁ ବାହାରିଥିଲା । ଗାଡିରେ ଥିବା ୬୦ରୁ ଅଧିକ ଯାତ୍ରୀ ବସ୍ ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଡୋର୍ ଖୋଲି ନଥିଲା । ବସ ଭିତରେ ଥିବା ଯାତ୍ରୀ ମାନେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଝରକା ଦେଇ ବାହାରକୁ ପଲାଇ ଆସିଥିଲେ । କିଛି ବୟସ୍କ ଯାତ୍ରୀ ଅଣନିଶ୍ବାସୀ ହୋଇଯିବାରୁ ଖୋଲୁନଥିବା ଡୋରକୁ ଜୋରେ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଗାଡିର କଣ୍ଡକ୍ଟର କହିଛନ୍ତି ଯେ ବସ ଗୁଡିକ ଡିପୋରେ ରହିଲାପରେ ମରାମତି କରାଯାଉନଥିବାରୁ ଏଭଳି ଦୁର୍ଘଟଣା ହୋଇଛି। ସାରା ଓଡ଼ିଶାରେ ବହୁ ସ୍ଥାନରେ ମୋ ବସ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗାଡି କିଣାର ତଦନ୍ତ ହେବା ଦରକାର ।

Post Views: 42
Tags: There was a fire in my bus
Share197Tweet123Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In