• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମହିଳା ଦିବସରେ ଦିଲ୍ଲୀ ମହିଳାଙ୍କୁ ଖୁସି ଖବର ଦେବେ ରେଖା ସରକାର

by Voice of Victims
March 8, 2025
in ଦେଶ ବିଦେଶ, ମୁଖ୍ୟ ଖବର
ମହିଳା ଦିବସରେ ଦିଲ୍ଲୀ ମହିଳାଙ୍କୁ ଖୁସି ଖବର ଦେବେ ରେଖା ସରକାର

ନୂଆଦିଲ୍ଲୀ: ମହିଳା ଦିବସରେ ଦିଲ୍ଲୀ ମହିଳାଙ୍କୁ ବଡ ଉପହାର ଦେବେ ରେଖା ସରକାର । ଆଜି ମହିଳାଙ୍କୁ ମିଳିପାରେ ଖୁସି ଖବର । ସନ୍ଧ୍ୟାରେ ବଡ ଘୋଷଣା କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବା ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।

ତେବେ ଆଜି ମହିଳା ଦିବସ ଥିବାରୁ ମୁଖ୍ୟମନ୍ତ୍ରୀ ‘ମହିଳା ସମୃଦ୍ଧି ଯୋଜନା’ର ଶୁଭାରମ୍ଭ କରିପାରନ୍ତି । କାରଣ ଆଜି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । କୁହାଯାଉଛି କ୍ୟାବିନେଟ୍ ବୈଠକରେ ମହିଳାଙ୍କ ପାଇଁ ଏହି ଯୋଜନା ଉପରେ ମୋହର ବାଜିପାରେ । ବିଶ୍ବ ମହିଳା ଦିବସ ଅବସରରେ ଏହି ବଡ ଘୋଷଣା କରି ଦିଲ୍ଲୀ ମହିଳାଙ୍କୁ ଖୁସି କରାଇ ପାରନ୍ତି ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାସହ ନିର୍ବାଚନୀ ପ୍ରତିଶ୍ରୁତି ବି ପାଳନ କରିବେ ରେଖା । 

Post Views: 44
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In