• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ବିଶ୍ବ ଯକୃତ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର : ସୁସ୍ଥ ରହିବା ପାଇଁ ଖାଦ୍ୟରେ ବ୍ୟବହାର କରନ୍ତୁ କମ ତେଲ

by Voice of Victims
April 20, 2025
in ରାଜ୍ୟ
ବିଶ୍ବ ଯକୃତ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର : ସୁସ୍ଥ ରହିବା ପାଇଁ ଖାଦ୍ୟରେ ବ୍ୟବହାର କରନ୍ତୁ କମ ତେଲ

ନୂଆଦିଲ୍ଲୀ: କିଛି ଛୋଟ ପଦକ୍ଷେପ ଆମକୁ ସୁସ୍ଥ ଓ ସତେଜ କରିପାରିବ । ଏନେଇ ଆମେମାନେ ବର୍ତ୍ତମାନ ଯଥେଷ୍ଟ ଯତ୍ନଶୀଳ । ସେଥିପ୍ରତି ପ୍ରଧାନମନ୍ତ୍ରୀ ଠୁ ଆରମ୍ଭ କରି ସମସ୍ତେ ଏ ଦିଗରେ ବର୍ତ୍ତମାନ ଯତ୍ନଶୀଳ ହୋଇଛନ୍ତି କାହିଁକି ନା ଗୋଟିଏ ସୁସ୍ଥ ଭାରତ ଗଠନ ପାଇଁ ସୁସ୍ଥ ରହିବା ସମସ୍ତଙ୍କର ନିହାତି ଜରୁରୀ ବୋଲି ବିଶ୍ବ ଯକୃତ ଦିବସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏଥିସହ ସେ କହିଛନ୍ତି କିଛି ଛୋଟ ଛୋଟ ପଦକ୍ଷେପ ଆମ ଜୀବନର ସନ୍ତୁଳନକୁ ବାଲାନ୍ସ କରିଦିଏ ଯାହା କି ଆମ ଜୀବନ ପାଇଁ ନିହାତି ଜରୁରୀ ।  ବିଶ୍ବ ଯକୃତ ଦିବସରେ ଖାଦ୍ୟ ପ୍ରତି ଯତ୍ନବାନ ହେବା ସହ କମ ତେଲ ବ୍ୟବହାର କରିବା ନେଇ ନିଜ ଏକ୍ସରେ ବାର୍ତ୍ତା ମଧ୍ୟ ଦେଇଛନ୍ତି  । ସେ କହିଛନ୍ତି ଏହା ହିଁ ସୁସ୍ଥ ଭାରତ ଗଠନ କରିବାରେ ସହାୟକ ହେବ ।  ଯେପରିକି କମ ତେଲ ବ୍ୟବହାର କରିବା କୁପ୍ରଭାବ ବିଷୟରେ ଲୋକଙ୍କୁ କହିବା  ।

ବିଶ୍ୱ ଯକୃତ ଦିବସ ପାଳନ କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୟାସକୁ ସେ ପ୍ରଶଂସା ମଧ୍ୟ କରିଥିଲେ। ପ୍ରତିବର୍ଷ ଆମେ ବିଶ୍ୱ ଯକୃତ ଦିବସ ପାଳନ କରିଥାଉ । ଏହାର ଉଦ୍ଦେଶ୍ୟ ରହିଥାଏ  ଲୋକଙ୍କୁ ଯକୃତ ସ୍ୱାସ୍ଥ୍ୟ ଏବଂ ରୋଗ ବିଷୟରେ ସୂଚନା ଦେବା  ।  ଏହି ବର୍ଷର ବିଷୟବସ୍ତୁ ହେଉଛି ଖାଦ୍ୟ ହିଁ ଔଷଧ । ବିଶ୍ୱ ଯକୃତ ଦିବସ ପାଳନ କରିବାର ଏହି ପ୍ରୟାସ ପ୍ରଶଂସନୀୟ,  ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି । ଏହା ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ଉପରେ ଗୁରୁତ୍ୱ ଦିଏ  । ତେଲ ବ୍ୟବହାର ହ୍ରାସ କରିବା ଭଳି ଛୋଟ ପଦକ୍ଷେପ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିପାରେ  ।

ଏଥିସହ ସେ କହିଛନ୍ତି ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏ ବିଷୟରେ ସଚେତନତା ପ୍ରସାର କରିବା ଏବଂ ନିଜ ସହ ଆଖପାଖଙ୍କୁ ମଧ୍ୟ ସୁସ୍ଥ ରଖିବା ।  ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପୋଷ୍ଟର ଉତ୍ତର ଦେଇ ଏହା କହିଥିଲେ, ଯେଉଁଥିରେ ସେ ଲୋକମାନଙ୍କୁ ରନ୍ଧନ ତେଲର ବ୍ୟବହାର ଅତି କମରେ ୧୦ପ୍ରତିଶତ  ହ୍ରାସ କରିବାକୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଆଲୋଚନା କରିଛନ୍ତି କି ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି ମେଦବହୁଳତା  ।

ଯାହା ଆମ ଦେଶର ପିଲା ଠାରୁ ଆରମ୍ଭ କରି ବୟସ୍କ ଯୁବପିଢି ସମସ୍ତଙ୍କ ପାଇଁ ବିପଦ ଆଣିପାରେ ତେଣୁ ଏ ସମସ୍ତ ବିପଦରୁ ନିଜକୁ ଠିକ ରଖିବା ପାଇଁ ହେଲେ ଆମକୁ ସୁସ୍ଥ ରହିବା ସହ ଖାଦ୍ୟରେ କମ ତେଲ ବ୍ୟବହାର କରିବା  ।  ତାହା ଏକ ସୁସ୍ଥ ଭାରତ ଗଠନ କରିବାରେ ସହାୟକ ହେବ  ।  ଖାଦ୍ୟ  ହେଉଛି ଆମ ପାଇଁ  ମେଡିସିନ  ଆଉ ତାହାର ପରିମାଣ ଆମ ଜୀବନରେ ଠିକ ହେଲେ ଆମେ ସୁସ୍ଥ ରହିବା । 

Post Views: 51
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In