• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭାରତ ବିକାଶ ପରିଷଦର ପୂର୍ବ ପ୍ରାନ୍ତ ଅନ୍ତର୍ଗତ କଳିଙ୍ଗ ଶାଖା ଓ ରାଜଧାନୀ ସଖାର ମିଳିତ ଅନୁକୂଲ୍ୟରେ ବୃକ୍ଷ ରୋପଣ ଶିବିର

by Voice of Victims
June 5, 2025
in ମୁଖ୍ୟ ଖବର, ରାଜ୍ୟ
ଭାରତ ବିକାଶ ପରିଷଦର ପୂର୍ବ ପ୍ରାନ୍ତ ଅନ୍ତର୍ଗତ କଳିଙ୍ଗ ଶାଖା ଓ ରାଜଧାନୀ ସଖାର ମିଳିତ ଅନୁକୂଲ୍ୟରେ ବୃକ୍ଷ ରୋପଣ ଶିବିର

ଭୁବନେଶ୍ୱର, ୫,୬,୨୦୨୫:  ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତ ଅନ୍ତର୍ଗତ କଳିଙ୍ଗ ଶାଖା ଓ ରାଜଧାନୀ ଶାଖା ର ମିଳିତ ଉଦ୍ୟମ ରେ, ଭୁବନେଶ୍ୱର ପଟିଆସ୍ଥ   “ରାଜା ମଧୁସୂଦନ ଦେଵ ଡିଗ୍ରୀ କଲେଜ” ପ୍ରାଙ୍ଗଣରେ   “ବିଶ୍ବ ପର୍ଯ୍ୟାବରଣ ଦିବସ” ପାଳନ ଅବସର ରେ ଏକ “ବୃକ୍ଷ ରୋପଣ ଶିବିର”    ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହର ମୁଖ୍ଯ ଅତିଥି ଭାବେ   ପଦ୍ମଶ୍ରୀ ଡ଼ଃ ଅଶୋକ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସୁନାମଧନ୍ୟ ଅଭିନେତା ଶ୍ରୀ ବବି ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ମହାବିଦ୍ୟାଳୟ ର ଅଦ୍ଧକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ଭାରତ ବିକାଶ ପରିଷଦ କଳିଙ୍ଗ ଶାଖା ର ଅଧକ୍ଷ ଶ୍ରୀଯୁକ୍ତ କାର୍ତିକ ଚନ୍ଦ୍ର ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ କଳିଙ୍ଗ ଶାଖା ର ସଚିବ ଶ୍ରୀ ବ୍ରଜ ଗୋପାଳ ରାୟ ଓ ରାଜଧାନୀ ଶାଖା ର ସଚିବ ଶ୍ରୀମତୀ ସଂଯୁକ୍ତା ମିଶ୍ର, ତଥା ପୂର୍ବ ପ୍ରାନ୍ତ ର ସଂଗଠନ ସଚିବ ଶ୍ରୀ ରାମଚନ୍ଦ୍ର ଦଳେଇ, ପୂର୍ବ ପ୍ରାନ୍ତ ର ଅର୍ଥ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଏବଂ ପୂର୍ବ ପ୍ରାନ୍ତ ର ପର୍ଯ୍ୟାବରଣ ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଦାସ,ରାଜଧାନୀ ଶାଖା ଅଧଃକ୍ଷା ଶ୍ରୀମତୀ ଆରତୀ ମିଶ୍ର ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମ କରିବା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ ।

ଏହି ସଭା ରେ ବିଭିନ୍ନ ବକ୍ତା ପର୍ଯ୍ୟାବରଣ ର ସୁରକ୍ଷା ଉପରେ ସାରଗର୍ଭକ ଅଭିମତ ଉପସ୍ଥାପନ କରିଥିଲେ । ଆଲୋଚନା ଚକ୍ର ପ୍ରାରମ୍ଭ ରେ ବନ୍ଦେ ମାତରଂ ଗାନ କରା ଯିବା ସହ ଶେଷ ରେ ଜନ ଗଣ ମନ ଗାନ କରାଯାଇଥିଲା।

Post Views: 245
Share213Tweet133Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In