• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକାର ଉତ୍ତର କାରୋଲିନାରେ ଭାଙ୍ଗିଗଲା ବିମାନର ଡ଼େଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

by Voice of Victims
July 3, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆମେରିକାର ଉତ୍ତର କାରୋଲିନାରେ ଭାଙ୍ଗିଗଲା ବିମାନର ଡ଼େଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ଉତ୍ତର କାରୋଲିନାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ହଜାର ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ବିମାନର ଡେଣା ଭାଙ୍ଗି ତଳେ ପଡ଼ିଥିଲା । ଫଳରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ନ୍ୟୁ ଜର୍ସିରେ ବିମାନ ଦୁର୍ଘଟଣାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି ।

ସୂଚନାନୁଯାୟୀ, ଏପରି ଅଘଟଣ ବୁଧବାର ସନ୍ଧ୍ୟା ଆମେରିକାର ନ୍ୟୁ ଜର୍ସିରେ ଘଟିଥିଲା । ସ୍କାଏଡାଇଭିଂ ବିମାନ ରନୱେକୁ ଅତିକ୍ରମ କରି ଜଙ୍ଗଲରେ ହଠାତ୍ ତା’ର ଡେଣା ଖସି ପଡ଼ିଥିଲା । ଫଳରେ ବିମାନ ଏହାର ଶିକାର ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫିଲାଡେଲଫିଆରୁ ପ୍ରାୟ ୩୩.୮ କିଲୋମିଟର ଦକ୍ଷିଣ-ପୂର୍ବ କ୍ରସ୍ କିଜ୍ ବିମାନବନ୍ଦରରେ ୧୫ ଜଣଙ୍କୁ ନେଇ ଯାଉଥିବା ‘ସେସ୍ନା 208B’ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏହି ବିମାନରେ ଥିବା ଯାତ୍ରୀ ଆହତ ହୋଇଥିଲେ ।

ଅନ୍ୟପଟେ ୧୧ଜଣ ଯାତ୍ରୀଙ୍କ ଜରୁରୀକାଳୀନ ବିଭାଗରେ ଚିକିତ୍ସା କରାଯାଉଥିବାବେଳେ ଅନ୍ୟ ଆଉ ୪ଜଣଙ୍କୁ ’’ସାମାନ୍ୟ ଆଘାତ” ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଏୟାରଫିଲ୍ଡରୁ ନିଆଯାଇଥିବା ଫଟୋଗୁଡ଼ିକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ବିମାନକୁ କ୍ଷତିଗ୍ରସ୍ତ ଅବସ୍ଥାରେ ଦେଖାଯାଉଛି । ଯାହାର ତଦନ୍ତ ବର୍ତ୍ତମାନ କରାଯାଉଛି ।

Post Views: 96
Share200Tweet125Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In