• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

by Voice of Victims
July 18, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

ବେଙ୍ଗାଲୁରୁ: ଥମୁନି ସ୍କୁଲରେ ବୋମା ଆତଙ୍କ । ଦିଲ୍ଲୀ ସହିତ ବେଙ୍ଗାଲୁରୁ ସ୍କୁଲକୁ ପୁଣି ମିଳିଛି ବୋମା ଧମକ । ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ବୋମା ଧମକର ମେଲ୍ ମିଳିଛି । ଏହାରି ମଧ୍ୟରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ ଧକମପୂର୍ଣ୍ଣ ମେଲ୍ ମିଳିଛି । ଯାହା ପରେ ଉତ୍ତେଜନା ସୃଷ୍ଟି କରିଛି ।

ସୂଚନା ପାଇବା ପରେ ତୁରନ୍ତ ଫାୟାର ବିଭାଗ ଏବଂ ଦିଲ୍ଲୀ ପୋଲିସ ଦିଲ୍ଲୀ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ବେଙ୍ଗାଲୁରୁ ସ୍କୁଲର ମଧ୍ୟ ତଦନ୍ତ ଆରମ୍ଭ ପୋଲିସ ।

ସୂଚନାନୁଯାୟୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ୱିଟ୍ କରି ରାଜଧାନୀରେ ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ୨୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ପିଲା, ଗାଡିୟାନ୍ ଏବଂ ଶିକ୍ଷକମାନେ ମନରେ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀ ଶାସନରେ ୪ଟି ଇଞ୍ଜିନ୍ ବିଜେପି ପାଖରେ ଥାଇ ମଧ୍ୟ ପିଲାମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ । ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ।

ଏହା ବ୍ୟତୀତ ଆହୁରି କହିଛନ୍ତି ଯେ, ଏହି ସପ୍ତାହର ପ୍ରଥମ ତିନି ଦିନରେ ୧୧ଟି ସ୍କୁଲ ଏବଂ ଗୋଟିଏ କଲେଜ ବୋମା ଧମକର ମେଲ୍ ପାଇଛି । ଯାହା ପରେ, ଆଜି ପୁଣି  ଦିଲ୍ଲୀର ୨୦ ରୁ ଅଧିକ ସ୍କୁଲ୍ ଏବଂ ବେଙ୍ଗାଲୁରୁର ୪୦ ଟି ବୋମା ଧମକ ମେଲ୍ ପାଇଛି ।

Post Views: 104
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In