• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅନିଲ ଅମ୍ବାନୀଙ୍କୁ ଇଡ଼ି ସମନ, ଠକେଇ ମାମଲାରେ ଶିଳ୍ପତିଙ୍କୁ କରାଯିବ ପଚରାଉଚରା  

by Voice of Victims
August 1, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଅନିଲ ଅମ୍ବାନୀଙ୍କୁ ଇଡ଼ି ସମନ, ଠକେଇ ମାମଲାରେ ଶିଳ୍ପତିଙ୍କୁ କରାଯିବ ପଚରାଉଚରା  

ନୂଆଦିଲ୍ଲୀ: ED ଜାଲରେ ରିଲାନ୍ସ ଗ୍ରୁପର ଚେୟାରମ୍ୟାନ୍ ଏବଂ MD ଅନିଲ୍ ଅମ୍ବାନୀ । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ ମାମଲାର ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଛି । ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛି ଇଡି । ଏହି ମାମଲାକୁ ନେଇ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହିତ ଜଡିତ ସଂସ୍ଥାଗୁଡିକ ଉପରେ ଚଢାଉ କରାଯାଇଥିଲା ।

ସୂଚନାନୁଯାୟୀ, ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି । ଇଡି ରିଲ୍ନ୍ସ ଗ୍ରୁପ୍ ସହିତ ଜଡିତ ଥିବା ୫୦ଟି ସଂସ୍ଥା ଉପରେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ୨୫ଜଣ ଲୋକଙ୍କ ଉପରେ ଚଢାଉ କରିଥିଲା । ଗ୍ରୁପର ଅନେକ କମ୍ପାନୀ ୧୦ ହଜାର କୋଟି ଟଙ୍କାରୁ ଅଧିକ ଋଣକୁ ପାଣ୍ଠିକୁ ଅପବ୍ୟବହାର କରି ବିଭିନ୍ନ ପାଣ୍ଠି ଏବଂ ସେଲ୍ ଫାର୍ମକୁ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡିଛି । ୟେସ୍ ବ୍ୟାଙ୍କରୁ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ ଠକେଇ କରାଯାଇଛି ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ରିଲାନ୍ସ ଲିମିଟେଡ୍ ଦ୍ବାରା ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ଠକେଇର ଅଭିଯୋଗ ମଧ୍ୟ ରହିଛି । ଯାହାର ତଦନ୍ତ ପରିସର ଭୁକ୍ତ ରହିଛି ।

Post Views: 59
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In