• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସାଂଘାତିକ ଅଭିଯୋଗ, କହିଲେ ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

by Voice of Victims
September 18, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସାଂଘାତିକ ଅଭିଯୋଗ, କହିଲେ ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି । ଦେଶରେ କଂଗ୍ରେସର ଜିତିବା ଆସନକୁ ଟାର୍ଗେଟ କରାଯାଇଥିବା କହିଛନ୍ତି ରାହୁଲ । ସମ୍ବିଧାନର ସୁରକ୍ଷା ପାଇଁ ଅପିଲ କରିଛନ୍ତି ।

ରାହୁଲ କହିଛନ୍ତି, ନିର୍ବାଚନ କମିଶନ ଯୋଜନାବଦ୍ଧ ଭାବରେ ଲକ୍ଷ ଲକ୍ଷ ଭୋଟରଙ୍କୁ ଟାର୍ଗେଟ କରୁଛନ୍ତି । ସେମାନଙ୍କ ନାମ ଡିଲିଟ୍ କରୁଛନ୍ତି । ୨୦୨୩ ମସିହା କର୍ଣ୍ଣାଟକର ଆନନ୍ଦରେ ନିର୍ବାଚନ ପାଇଁ ୬ ହଜାର ୧୮ ଭୋଟ୍ ଡିଲିଟ୍ କରାଯାଇଥିଲା । ଏଥିରେ ମୁଖ୍ୟତଃ ଦଳିତ ଏବଂ OBC ଭୋଟର୍ ଅନ୍ତର୍ଭୁକ୍ତ । ତେବେ ଏହା ହାଇଡ୍ରୋଜେନ୍ ବୋମା ନୁହେଁ । ଆଗକୁ ଏକ ହାଇଡ୍ରୋଜେନ୍ ବୋମା ଆସିବାକୁ ଯାଉଛି ବୋଲି ରାହୁଲ କହିଛନ୍ତି ।

ନିର୍ବାଚନରେ କିପରି ହେରଫେର ହେଉଛି । ଅଲନ୍ଦ ହେଉଛି କର୍ଣ୍ଣାଟକର ଏକ ନିର୍ବାଚନମଣ୍ଡଳୀ । କଂଗ୍ରେସ ଭୋଟରଙ୍କୁ ଟାର୍ଗେଟ କରି ଅଲନ୍ଦାରେ ନମ୍ବର ଡିଲିଟ୍ କରିବା ପାଇଁ କର୍ଣ୍ଣାଟକ ବାହାରେ ବିଭିନ୍ନ ରାଜ୍ୟର ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିଲା । କେହି ଜଣେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲେ । ଏସବୁ କାମ ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ।

Post Views: 79
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In