• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ, ପାକିସ୍ତାନର ୫୮ ଜଣ ସୈନ୍ୟ ମୃତ

by Voice of Victims
October 12, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ, ପାକିସ୍ତାନର ୫୮ ଜଣ ସୈନ୍ୟ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ । ପାକିସ୍ତାନର ୫୮ ଜଣ ସୈନ୍ୟଙ୍କୁ ମାରିଥିବା ଆଫଗାନିସ୍ତାନର ଦାବି । ସେପଟେ ଆଫଗାନିସ୍ତାନର ୧୯ଟି ବର୍ଡର ପୋଷ୍ଟକୁ ପାକିସ୍ତାନ ଅକ୍ତିଆର କରିଥିବା ଦାବି କରିଛି ।  ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି ।  କାବୁଲରେ ଥିବା ତେହରିକ-ଇ-ତାଲିବାନ ଶିବିର ଉପରେ ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ବର୍ଡର ପୋଷ୍ଟ ଉପରେ ସିରିଜ ଆକ୍ରମଣ ଆରମ୍ଭ କରିଛି ଆଫଗାନିସ୍ତାନ ।

ଡୁରାଣ୍ଡ ସୀମା ନିକଟ ପାକିସ୍ତାନର ଫ୍ରଣ୍ଟିୟର କର୍ପସ୍ ଉପରେ ତାଲିବାନ ସବୁଠୁ ବଡ ଆକ୍ରମଣ କରିଛି ।  ଏଥିରେ ଭାରି ଯୁଦ୍ଧାସ୍ତ୍ର, ମୋର୍ଟାର ଓ ଡ୍ରୋନ ବ୍ୟବହାର କରିଛି ତାଲିବାନ ।  କାତାର ଏବଂ ସାଉଦି ଆରବର ଅନୁରୋଧ କ୍ରମେ ଡୁରାଣ୍ଡ ଲାଇନରେ ରାତିତମାମ ଚାଲିଥିବା ଅପରେସନକୁ ବନ୍ଦ ରଖିଛି ।  କାବୁଲରେ ଏୟାରଷ୍ଟ୍ରାଇକ ପରେ ଏହାର ଜବାବ ଦେଇଛି ଆଫଗାନିସ୍ତାନ । ପାକିସ୍ତାନର ୫୮ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୩୦ରୁ ଅଧିକ ଆହତ ହୋଇଥିବା କହିଛି ତାଲିବାନ।

ପାକିସ୍ତାନ ଲୁଚି ରହିଥିବା ଆଇଏସଆଇଏସ ସଦସ୍ୟମାନଙ୍କୁ ନିଜ ଦେଶରୁ ବାହାର କରୁ କିମ୍ବା ଇସଲାମିକ ଏମିରେଟ୍ସକୁ ହସ୍ତାନ୍ତର କରୁ ବୋଲି ଆଫଗାନିସ୍ତାନ ଦାବି କରିଛି। ଆଇଏସଆଇଏସ ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ଗତ ଗୁରୁବାର ରାତିରେ କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କରିବା ପରେ ପ୍ରତିଶୋଧ ମୁହାଁ ହୋଇଛି ତାଲିବାନ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି । ଏହି ସପ୍ତାହରେ TTP ଆକ୍ରମଣରେ ୩୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In