• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଚୀନ୍, ମେକ୍ସିକୋରୁ ଆସୁଥିବା ଡ୍ରଗ୍ସ ଉପରେ ରଖାଯିବ କଡ଼ା ନଜର

by Voice of Victims
December 16, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଚୀନ୍, ମେକ୍ସିକୋରୁ ଆସୁଥିବା ଡ୍ରଗ୍ସ ଉପରେ ରଖାଯିବ କଡ଼ା ନଜର

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ‘ଫେଣ୍ଟାନିଲ୍’ ନାମକ ମାରାତ୍ମକ ଡ୍ରଗ୍ସକୁ ‘ଗଣ ବିନାଶକ ଅସ୍ତ୍ର’ ବା ୱେପନ୍ ଅଫ୍ ମାସ୍ ଡେଷ୍ଟ୍ରକସନ୍ ଭାବେ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଫେଣ୍ଟାନିଲ୍ କେବଳ ଏକ ନିଶା ନୁହେଁ, ବରଂ ରାସାୟନିକ ଅସ୍ତ୍ର । ମାତ୍ର ୨ ମିଲିଗ୍ରାମ ଫେଣ୍ଟାନିଲ୍ ଜଣେ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ । ଏହା ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ ।

ଏହି ନିଶା କାରବାରରୁ ମିଳୁଥିବା ଟଙ୍କା ବଡ଼ ବଡ଼ ଅପରାଧୀ ଗୋଷ୍ଠୀ ଓ ଆତଙ୍କବାଦୀଙ୍କ ପାଖକୁ ଯାଉଛି । ଏହା ବୋମା ଠାରୁ ଭୟଙ୍କର । ବୋମା ଏତେ କ୍ଷତି କରୁନି, ଯାହା ଏହି ନିଶା କରୁଛି। ଅଧିକାଂଶ ମୃତ୍ୟୁ ଏହି ନିଶା ସେବନ ଯୋଗୁଁ ହେଉଛି । ନିଶା କାରବାର ରୋକିବା ପାଇଁ ଆମେରିକା ସେନା ଓ ଅନ୍ୟ ବଡ଼ ସଂସ୍ଥାମାନେ ମିଶି କାମ କରିବେ।

ବିଶେଷକରି ଚୀନ୍, ମେକ୍ସିକୋରୁ ଆସୁଥିବା ନିଶା ଉପରେ କଡ଼ା ନଜର ରଖାଯିବ। ବିଶେଷଜ୍ଞଙ୍କ ମତରେ ଏହା କେବଳ ରାଜନୈତିକ ଘୋଷଣା । ବାସ୍ତବରେ ଏହାକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇନାହିଁ, କିନ୍ତୁ ନିଶା ସେବନ ଜନିତ ମୃତ୍ୟୁ ରୋକିବା ପାଇଁ ଏହା ଏକ କଠୋର ପଦକ୍ଷେପ ବୋଲି କୁହାଯାଉଛି ।

Post Views: 63
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In