ନୀଳଗିରି : ପରଲୋକରେ ନୀଳଗିରି ପୂର୍ବତନ ବିଧାୟକ । ୭୮ ବର୍ଷ ବୟସରେ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି ।
ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଦୁଇ ଦୁଇ ଥର ନୀଳଗିରି ଆସନରୁ ବିଧାୟକ ହୋଇଥିଲେ ଅକ୍ଷୟ କୁମାର ଆଚାର୍ଯ୍ୟ । ୧୯୮୦-୮୫, ୧୯୯୦-୯୫ ଯାଏଁ ସେ ବିଧାୟକ ଥିଲେ ।

Copyright © 2023.