• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୧୨ରେ ମୋକିମଙ୍କ ନୂଆ ଦଳ

by Voice of Victims
January 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୧୨ରେ ମୋକିମଙ୍କ ନୂଆ ଦଳ

ସବୁ ଆଲୋଚନାର ଅନ୍ତ ଘଟାଇ ଆଗାମୀ ୧୨ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପକାଇବାକୁ ଯାଉଛନ୍ତି ପୂର୍ବତ୍ତନ ବିଧାୟକ ମହମ୍ମଦ ମୋକିମ । ଏନେଇ ସୂଚନା ଦେଇଛନ୍ତି ମହମ୍ମଦ ମୋକିମ । ପୂର୍ବତ୍ତନ ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଆଗାମୀ ୧୨ତାରିଖରେ ନୂଆ ଦଳର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୋକିମ । ଏନେଇ ନିଜେ ମୋକିମ ଉତ୍ତର ରଖିଛନ୍ତି ।

ମୋକିମ କହିଛନ୍ତି ଯେ, ଆଗାମୀ ୧୨ତାରିଖ ଅର୍ଥାତ, ଜାତୀୟ ଯୁବ ଦିବସରେ ନୂଆ ଦଳର ମୂଳଦୁଆ ପଡିବ । ମାର୍ଚ୍ଚ ଶେଷ ସପ୍ତାହରେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇ ନୂଆ ଦଳ ଘୋଷଣା ହେବ । ଦଳର ସଦସ୍ୟ ଓ ନେତୃତ୍ୱକୁ ନେଇ ମୋକିମ କହିଛନ୍ତି ଯେ, ଉପକୂଳ ଜିଲ୍ଲାର ସମସ୍ତ ଯୁବନେତା ଏକାଠି ହେବେ । ଦଳରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଦଳର ନାମକୁ ନେଇ ସେ କହିଛନ୍ତି ଯେ, ଦଳର ନାମ କଂଗେସ ସହ ରହିବ । କେଉଁ ନାମ ରହିବ ତାକୁ ନେଇ ଜ୍ୟୋତିଷଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In