ବାଲେଶ୍ୱର (ଭିଓଭି) ୧୭/୧ – ଆଜି ପୂର୍ବାହ୍ନରେ ରୁପ୍ ସା ର ହଳଦୀପଦା ନିକଟରେ ଥିବା ଏକ ତୁଳା ଫ୍ୟାକ୍ଟ୍ରି ରେ ହଠାତ୍ ନିଆଁ ଲାଗିଯାଇଥିଲା ।
ସଙ୍ଗେ ସଙ୍ଗେ ପୁରା ଅଞ୍ଚଳରେ ନିଆଁ ବ୍ୟାପି ଗଲା । ଅଗ୍ନିଶମ ବିଭାଗ ର ୫ ଟି ଗାଡ଼ି ନିଆଁ ଲିଭେଇବା ରେ ନିୟୋଜିତ ହୋଇଥିଲା । ଲକ୍ଷାଧିକ ଟଙ୍କା ର ତୁଳା ଜଳିଯାଇଥିବାର ଅନୁମାନ କରାଯାଉଛି ।
