• About Us
  • Contact Us
Tuesday, September 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ

by Voice of Victims
September 22, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ

ଛତିଆ: ସେବା, ସମ୍ମାନ, ସହଯୋଗ ମନ୍ତ୍ରରେ ଅନୁପ୍ରାଣିତ ଯୁବ ସଙ୍ଗଠନ MEMU GROUP ର ସେବା ପରିବାର ତରଫରୁ ଏକ ମହତ୍ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଗତ କାଲି ସୋଲାର, ଛତିଆ ସ୍ଥିତ ସେବକ ଜରାଶ୍ରମ ରେ ଅନ୍ତେବାସୀ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅନ୍ନ ଭୋଜନ ସେବା ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରୁପର ପ୍ରାୟ ୨୫ ରୁ ଅଧିକ ସଦସ୍ୟ ଉପସ୍ଥିତ ରହି ଜରାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଆଦରର ସହ ଭୋଜନ ପରିବେଷଣ କରିଥିଲେ ଏବଂ ସେମାନଙ୍କ ସୁଖ ଦୁଃଖ ବୁଝିଥିଲେ।

MEMU GROUP ର ସଦସ୍ୟମାନେ କହିଛନ୍ତି, “ଏହା ଆମ ତରଫରୁ ଗୋଟେ ଛୋଟ ପ୍ରୟାସ। ସମାଜର ଅବହେଳିତ ବର୍ଗଙ୍କ ପାଇଁ କିଛି କରିପାରିଲେ ଆମେ ନିଜକୁ ଧନ୍ୟ ମନେ କରୁ। ସେବା ହିଁ ଆମର ଧର୍ମ।”ଏହି ସେବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳରେ ଗ୍ରୁପର ପ୍ରଶଂସା କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏପରି ସେବା କାର୍ଯ୍ୟ ଜାରି ରହିବ ବୋଲି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଗ୍ରୁପ ର ରାମଚନ୍ଦ୍ର ପ୍ରତାପ, ତ୍ରିଲୋଚନ ନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ
  • କାନାଡ଼ାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
  • ପ୍ରବଳ ବର୍ଷାରେ ଜିଲ୍ଲା ପ୍ରଶାସନଙ୍କ ବଡ଼ ନିଷ୍ପତ୍ତି, ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ୪ ଦିନ ଭିଜିବ ଓଡ଼ିଶା
  • ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ, ୬ଟି ବିଲ୍ ଆଣିବେ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In