• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ, ଆସନ୍ତା ବିଧାନସଭାରେ ଆସିପାରେ ଓଡ଼ିଶା ସରକାରୀ ଜମି ପରିଚାଳନା ବିଲ୍

by Voice of Victims
January 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ, ଆସନ୍ତା ବିଧାନସଭାରେ ଆସିପାରେ ଓଡ଼ିଶା ସରକାରୀ ଜମି ପରିଚାଳନା ବିଲ୍

ଭୁବନେଶ୍ୱର : ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ ।  ଆସିବ ନୂଆ ଆଇନ। ସରକାରୀ ଜମି କ୍ଷେତ୍ରରେ ଥିବା ଆଇନକୁ ସରଳୀକରଣ କରିବା ପାଇଁ ରାଜସ୍ୱ ବିଭାଗର ଉଦ୍ୟମ । ଓଡ଼ିଶା ସରକାରୀ ଜମି ପରିଚାଳନା ବିଲ୍ ଆସନ୍ତା ବିଧାନସଭା ଆସିପାରେ। ଆଜି ଲୋକସେବା ଭବନରେ ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଉପରେ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମସ୍ତ ଆଇନ ସମୟ ଉପଯୋଗୀ ହେବା କଥା। ଓଡ଼ିଶାରେ ଯେତେ ରାଜସ୍ୱ ଆଇନ ଅଛି ସେସବୁ ୧୯୮୦ ମସିହା ପୂର୍ବର। ଏବେକାର ସ୍ଥିତିରେ ସେହି ସମସ୍ତ ରାଜସ୍ୱ ଆଇନକୁ ଅଧ୍ୟୟନ କରି ସଂଶୋଧନ କରିବାର ଆବଶ୍ୟକତା ରହିଛି।

odisha prevention of land encroachment ଏବଂ ଓଡିଶା govt land ସେଟେଲମେଣ୍ଟ ଆକ୍ଟ। ଏହି ଦୁଇଟି ଆଇନକୁ ନେଇ ଓଡିଶା ସରକାରୀ ଜମି ପରିଚାଳନା ଆକ୍ଟ କରିବା ପାଇଁ ଚିଠା ପ୍ରସ୍ତାବ ଆସିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇନ ସଚିବ ଓ ବରିଷ୍ଠ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଚିଠା ପ୍ରସ୍ତାବ ରାଜସ୍ୱ ମନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ କ୍ୟାବିନେଟର ଅନୁମୋଦନ ପାଇଁ ଯିବ। ଆସନ୍ତା ବଜେଟ ଅଧିବେଶନରେଏସମ୍ପର୍କିତ ବିଲ୍ ଆଣିବାକୁ ସରକାର ଯୋଜନା କରିଛନ୍ତି ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In