କଟକ: କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଥିବା ଚର୍ଚ୍ଚା । ଜିଲ୍ଲା ଜଜ କୋର୍ଟକୁ ଆସିଛି ଏକ ମେଲ । ଜିଲ୍ଲା ଜଜ କୋର୍ଟ ପରିସରରେ ବୋମା ଥିବା ମେଲରେ ସୂଚନା । ଏହାପରେ କଟକ ଜିଲ୍ଲା କୋର୍ଟ ପରିସର କଡା ପୋଲିସ ବ୍ୟବସ୍ଥା। କିଛି ଦିନ ପୂର୍ବରୁ ହାଇକୋର୍ଟ କୁ ବୋମା ଧମକ ହୋଇଥିଲା ।

Copyright © 2023.