• About Us
  • Contact Us
Thursday, May 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଟି୨୦ ବିଶ୍ବକପ ୨୦୨୬ରୁ ବିଦା ହେଲା ଅଷ୍ଟ୍ରେଲିଆ, ପ୍ରଥମ ଥର ପାଇଁ ସୁପର-୮କୁ ଗଲା ଜିମ୍ବାୱେ

by Voice of Victims
February 17, 2026
in କ୍ରୀଡା, ଦେଶ ବିଦେଶ
ଟି୨୦ ବିଶ୍ବକପ ୨୦୨୬ରୁ ବିଦା ହେଲା ଅଷ୍ଟ୍ରେଲିଆ, ପ୍ରଥମ ଥର ପାଇଁ ସୁପର-୮କୁ ଗଲା ଜିମ୍ବାୱେ

ଟି୨୦ ବିଶ୍ବକପରୁ ଅଷ୍ଟ୍ରେଲିଆ ଲଜ୍ୟାଜନକ ଭାବେ ବିଦା ହୋଇଛି । ସୁପର-୮ ପର୍ଯ୍ୟାୟରେ ସ୍ଥାନ ପାଇନାହିଁ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ଵକପ୍ ୨୦୨୬ରେ ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି । ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ମିଳିଛି । ଏଥିସହ ୫ ପଏଣ୍ଟ ପାଇ ସପ୍ତମ ଦଳ ଭାବେ ଚଳିତ ଟି-୨୦ ବିଶ୍ଵକପର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜିମ୍ବାଓ୍ଵେ ।

ଅନ୍ୟପଟେ ବର୍ଷା ଅଷ୍ଟ୍ରେଲିଆ ଦଳର ସ୍ଵପ୍ନକୁ ଭାଙ୍ଗି ଚୂରମାର କରିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛି । ଯଦି ଆଜିର ମ୍ୟାଚ୍ ଆୟରଲାଣ୍ଡ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆର ସୁପର-୮କୁ ଯିବା ଆଶା ଉଜ୍ଜିବୀତ ରହିଥାନ୍ତା । ଆଜିର ମ୍ୟାଚ ପରେ ଆୟରଲାଣ୍ଡର ୩ ପଏଣ୍ଟ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ ପଏଣ୍ଟ ହାସଲ କରିଛି । ଗ୍ରୁପ ବି ଲିଗ ମ୍ୟାଚରେ ଶ୍ରୀଲଙ୍କା ୬ ପଏଣ୍ଟ ଏବଂ ଜିମ୍ବାୱେ ୫ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି ।

Post Views: 86
Share204Tweet128Send
Voice of Victims

Voice of Victims

Recent Posts

  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ
  • ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ
  • ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବାରେ ECINETର ଭୂମିକା ଗୁରୁତ୍ବପୂର୍ଣ୍ଣ
  • ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପ୍ରସଙ୍ଗରେ ମୋହନଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ଗିରଫ ସହ ଶିଶୁ କନ୍ୟାକୁ ଥାଇଥାନ ଦାବି
  • ସାରା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ, ସବୁ ଜିଲ୍ଲାକୁ ସତର୍କତା ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In