• About Us
  • Contact Us
Monday, March 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

by Voice of Victims
March 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

କଟକ, ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ନୂଆବଜାର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ପ୍ରଭାରୀ ଶିଶିର ଜେନା, ନିମାଇଁ ଜେନା, ପ୍ରେମାନନ୍ଦ ଜେନା, ସୁବୋଧ ରାୟ ଓ ଡଃ ସ୍ବାଗତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଗର ନାୟକ, ସନ୍ତୋଷ ଦାଶ, ପବିତ୍ର ପାତ୍ର, ରାମଚନ୍ଦ୍ର ସାହୁ, ମନୋରମା ବିଶ୍ଵାଳ, ଆରତୀ ଜେନା, ଭାରତୀ ନାୟକ, ପ୍ରଜ୍ଞାପାରମିତା ଲେଙ୍କା, ମୋନାଲିସା ଦାଶ, ଅନୁରାଧା ପ୍ରଧାନ, ନଳିନୀପ୍ରଭା ଦାଶ, ନୟନା ସାହୁ, ସୁପ୍ରିୟା ପଣ୍ଡା, କୁମୁଦିନୀ ଦେହୁରୀ, ଖୁଲଣା ମହାରଣା, ଜ୍ୟୋତିର୍ମୟୀ ବେହେରା, ବିନୋଦିନୀ ଲେଙ୍କା, ଯୋଗମାୟା ପ୍ରଧାନ, ଗୀତାଞ୍ଜଳି ଦାସ ଓ ସ୍ୱାଗତିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ଉତ୍କୃଷ୍ଟ ସେବା ପାଇଁ ଟୁକୁନା ବେହେରା ଓ ଶ୍ରୀଧର ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଗୀତା, ଭାଗବତ, ଜଗନ୍ନାଥ ଅଷ୍ଟକମ, ବନ୍ଦେ ଉତ୍କଳ ଜନନୀ, ଗୁରୁ ବନ୍ଦନା, ରାମଚରିତ ମାନସ ପାଠ, ଯୋଗ ନୃତ୍ୟ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଦେବାଶିଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Post Views: 40
Share8Tweet5Send
Voice of Victims

Voice of Victims

Recent Posts

  • ବୃହତ ବିଜୟ ସହ ଟାଇଟେଲ ହାତେଇଲା ଭାରତ
  • ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା
  • ଖାତାକୁ ଗଲା ସୁଭଦ୍ରା ଟଙ୍କା: ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
  • ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ
  • ସାଂସଦ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟଟନ ପୀଠସ୍ଥଳୀ ପରିଦର୍ଶନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In