• About Us
  • Contact Us
Friday, November 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ପୁଣି ଆରମ୍ଭ

by Voice of Victims
November 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ଖୋଲିବ ଭିତର ରତ୍ନଭଣ୍ଡାର: ସିଂହଦ୍ୱାର ବ୍ୟତୀତ ୩ ଦ୍ୱାର ବନ୍ଦ ରହିବ

ପବିତ୍ର କାର୍ତ୍ତିକ ମାସ ପରେ ଆଜି ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଓ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼ ଓ ଶ୍ରୀମନ୍ଦିରର ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଗଣତିମଣତି କାର୍ଯ୍ୟ ଚାଲିବ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାର୍ଗଦର୍ଶିକା (SOP) ଅନୁଯାୟୀ କେବଳ ଅନୁମୋଦିତ ବ୍ୟକ୍ତିମାନେ ଭଣ୍ଡାର ଘରେ ପ୍ରବେଶ କରି ଏହି ପ୍ରକ୍ରିୟାରେ ସାମିଲ ହେବେ।

ଏଥର ସମ୍ଭବତଃ ଖଟ ଶେଜ ଘର କାଠ ବାକ୍ସରେ ଥିବା ଅଳଙ୍କାରଗୁଡ଼ିକର ଗଣତିମଣତି କରାଯିବ। ଏହା ପୂର୍ବରୁ ମାର୍ଚ୍ଚରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ମୋଟ ୧୭ ଦିନ ଧରି ଗଣତିମଣତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ରତ୍ନଭଣ୍ଡାର ଗଣତିମଣତି ସମୟରେ ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଜାରି ରହିବ। ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ ଓ ସୁରକ୍ଷା କର୍ମୀଙ୍କ ସହଯୋଗ କାମନା କରାଯାଇଛି।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ପରିସୀମନ ବିଲ୍ କୁ ସମର୍ଥନ କରିବେ କି ନବୀନ ପଟ୍ଟନାୟକ?: ସ୍ପଷ୍ଟ କଲେ ବିଜେଡି ନେତା
  • ସର୍ବସାଧାରଣଙ୍କ ପାଇଁ ଖୋଲିଲା କେଜ୍ରିୱାଲଙ୍କ ‘ଶୀଶ ମହଲ’
  • ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ହ୍ୱିପ୍ ଜାରି କଲେ ବିଜେପି ଓ କଂଗ୍ରେସ 
  • ୫-ଟି ସ୍କୁଲ୍ ରୂପାନ୍ତର ପ୍ରକଳ୍ପରେ ଆର୍ଥିକ ଅନିୟମିତତା ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ
  • କଟକ ବାଲିଯାତ୍ରାରେ ପୁଣି ଉତ୍ତେଜନା, ରାସ୍ତା ଅବରୋଧ କଲେ ଶତାଧିକ ବ୍ୟବସାୟୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In