• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାମ୍ବାଦିକଙ୍କ ମାତୃ ବିୟୋଗ

by Voice of Victims
April 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ସାମ୍ବାଦିକଙ୍କ ମାତୃ ବିୟୋଗ

ନୟାଗଡ , ୩୧/୦୩ : ନୟାଗଡ ଜିଲ୍ଲା ରଣପୁର ବ୍ଲକର ବରିଷ୍ଠ ସାମ୍ବାଦିକ ରଘୁନାଥ ନାୟକଙ୍କ ମାତା କମଳା ନାୟକ (୮୫) ଙ୍କର ଶାମୁକା ସାହି ସ୍ଥିତ ନିଜ ବାସଭବନରେ ଦେହାବସାନ ଘଟିଥିବା ଖବର ମିଳିଛି। ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ସରଳ ସ୍ୱଭାବ ଓ ସମାଜସେବା ମନୋଭାବ ପାଇଁ ସେ ସବୁଙ୍କର ପ୍ରିୟ ଥିଲେ।

ମୃତ୍ୟୁ ବେଳକୁ ତାଙ୍କ ପାଖରେ ତିନି ପୁଅ କାଶୀନାଥ ନାୟକ, ରଘୁନାଥ ନାୟକ ଓ ବିଭୁତି ଭୂଷଣ ନାୟକ ସହିତ ତିନି ବୋହୁ, ନାତି-ନାତୁଣୀ, ନାତୁଣୀ ଜ୍ୱାଇଁ, ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ।

ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ପ୍ରକାଶ ପାଇଛି। ବିଭିନ୍ନ ସମାଜସେବୀ, ସାମ୍ବାଦିକ ଓ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଥିବା ସହିତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଛନ୍ତି। ସମସ୍ତେ ପରଲୋକଗତ ଆତ୍ମାଙ୍କର ଶାନ୍ତି କାମନା କରିଛନ୍ତି ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା
  • ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In