• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି, କମିଛି ହତ୍ୟା ଓ ଚୋରି ଭଳି ଅପରାଧ

by Voice of Victims
April 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି, କମିଛି ହତ୍ୟା ଓ ଚୋରି ଭଳି ଅପରାଧ

ଭୁବନେଶ୍ୱର : ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି ମାମଲା । କମିଛି ହତ୍ୟା ଓ ଚୋରି ଭଳି ଅପରାଧ । ବିଗତ ତିନି ବର୍ଷର କ୍ରାଇମ୍ ରେକର୍ଡର ଖୁଲାସା କରିଛି କମିସନରେଟ ପୋଲିସ । ହତ୍ୟା ଦୁଷ୍କର୍ମ ଓ ଡକାୟତି ଓ ବଡ଼ ଚୋରି ମାମଲାର ରିପୋର୍ଟ କାର୍ଡ ଜାରି କରାଯାଇଛି ।  ଏନେଇ ୨୦୨୫ରେ ରାଜଧାନୀରେ ୧୭୦ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିବା ବେଳେ ୨୦୨୪ରେ ୧୪୯ଓ ୨୦୨୩ରେ ୧୩୫ଟି ରହିଥିଲା ।

ସେହିପରି ୨୦୨୬ରେ ଏଯାବତ ୧୩ଟି ମାମଲା ରିପୋର୍ଟ ହୋଇଛି ।  ସେହିପରି ହତ୍ୟା ମାମଲାରେ ୨୦୨୫ରେ ୬୦,୨୦୨୪ରେ ୬୮ଟି, ୨୦୨୩ରେ ୫୨ଟି ହତ୍ୟା ମାମଲା ହୋଇଛି ।  ସେହିପରି ୨୬ରେଏଯାବତ ୧୫ଟି ମାମଲା ରୁଜୁ ହୋଇଛି ।  କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଇନଭେଷ୍ଟିଗେସନ ବେଳେ ପ୍ରକୃତ ହତ୍ୟା ମାମଲା ଆହୁରି କମ ହୋଇଥିବା ଜଣାପଡ଼ିଛି । ଯାହାକି ଅନେକ ସମୟରେ ସଂଦେହ ଜନକ ଭାବେ ଥାଏ ।

ସେହିପରି ଡକାୟତି ଓ ରବରି ମାମଲାରେ ମଧ୍ୟ ୨୪ତୁଳନାରେ ୨୫ରେ ଡକାୟତି ବଢ଼ିଥିଲେ ମଧ୍ୟ ଚୋରି କମିଛି ।  ଏନେଇ ଦର୍ଶାଯାଇଥିବା ରେକର୍ଡ ଅନୁସାରେ ୨୦୨୫ରେ ୧୧ଟି ଡକାୟତି ,୨୪ରେ ୪ଟି ଡକାୟତି ,୨୦୨୩ରେ ୧୪ଟି ଡକାୟତି ହୋଇଛି ।  ସେହିପରି ଚୋରି ମାମଲାରେ ୨୦୨୫ରେ ୨୦୨ଟି,୨୦୨୪ରେ ୩୯୮ଟି, ୨୦୨୩ରେ ୫୮୭ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

Post Views: 42
Share200Tweet125Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In