• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜକୋଟ ଟେଷ୍ଟ: ଭାରତ ୪୪୫ ରନରେ ଅଲଆଉଟ

by Voice of Victims
February 16, 2024
in ଦେଶ ବିଦେଶ, ମୁଖ୍ୟ ଖବର
ରାଜକୋଟ ଟେଷ୍ଟ: ଭାରତ ୪୪୫ ରନରେ ଅଲଆଉଟ

Cricket - Third Test - India v England - Niranjan Shah Stadium, Rajkot, India - February 16, 2024 India's Jasprit Bumrah and Mohammed Siraj walk back to the pavilion after the end of innings REUTERS/Amit Dave

ନୂଆଦିଲ୍ଲୀ: ରାଜକୋଟରେ ଜାରି ରହିଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ । ପ୍ରଥମ ଇଂନିସରେ ଦୃଢ ସ୍ଥିତିରେ ରହିଛି ଭାରତ । ୪୪୫ ରନରେ ଅଲଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଛି ଘରୋଇ ଦଳ । ଇଂଲଣ୍ଡ ଆଗରେ ବିଶାଳ ରନ ଛିଡା କରିଛି ମେନ ଇନ ବ୍ଲୁ । ପ୍ରଥମ ଇନିଂସରେ ଶତକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା । ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଶର୍ଫରାଜ ଖାନ । ଭାରତର ପ୍ରଥମ ଇନିଂସ ଶେଷ ପରେ, ପ୍ରଥମ ପାଳି ଆରମ୍ଭ କରିଛି ଭ୍ରମଣକାରୀ ଇଂଲଣ୍ଡ । ପ୍ରଥମ ଇନିଂସରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା। ସେ ୧୩୧ ରନ୍ କରିଥିଲେ। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ୧୧୨ ରନ୍ ଏବଂ ସର୍ଫରାଜଙ୍କ ୬୨ ରନ୍ ବଳରେ ଦଳ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩୨୬ ରନ୍ କରିଥିଲା। ରୋହିତ ଶର୍ମା ୧୩୧ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଡେବ୍ୟୁ ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳୁଥିବା ସର୍ଫରାଜ ରନ୍ ଆଉଟ୍ ହୋଇ ଯାଇଥିଲା। ଜାଡେଜା ଅପରାଜିତ ରହିଥିଲେ। କୁଳଦୀପ ଯାଦବ ତାଙ୍କ ସାଥ୍ ଦେଇଥିଲେ।  ଆଜି ଦ୍ୱିତୀୟ ଦିନରେ ଜାଡେଜା ଓ କୁଳଦୀପ ପାଳି ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଯାଦବଙ୍କ ୱିକେଟ୍ ଯାଇଥିଲା। ଏହା ପରେ ପରେ ଜାଡେଜା ମଧ୍ୟ ପାଭିଲିଅନ ଫେରିଥିଲେ। ଜାଡେଜା ଆଉଟ୍ ହେବା ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଧ୍ରୁବ ଜୁରେଲ ଏବଂ ଅଶ୍ୱିନୀଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲା। ଧ୍ରୁଭ ଜୁରେଲ ୪୬ ରନ୍ କରିଥିବା ବେଳେ ଅଶ୍ୱିନ ୩୭ ରନ୍ ଏବଂ ଯଶପ୍ରୀତ ବୁମ୍ରା ୨୬ ରନ୍ କରିଛନ୍ତି। 

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In