• About Us
  • Contact Us
Monday, June 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏମଟେକରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ

by Voice of Victims
June 15, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏମଟେକରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ

ରଣପୁର, ୧୪/୦୬ : ​ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ର ରାଜ୍ୟସଭାପତି ସତ୍ୟବ୍ରତ ନାୟକ ଆଜି ଓଡିଶା ଯୁଗ୍ମ ପ୍ରେବେଶିକା ପରୀକ୍ଷାରେ(ଓଜେଇ) ୨୦୨୬ ଏମଟେକ୍ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧା ଚୁଆ ପଞ୍ଚାୟତ ଅଡ଼ାଲ ଗ୍ରାମ ପାଇଁ ଗୌରବ ଆଣିଥିବା ସ୍ଵାଗତ କୁମାର ବେହୁରା ଙ୍କୁ ତାଙ୍କ ଅଡ଼ାଲ ସ୍ଥିତ ବାସଭବନରେ ଭେଟି ତାଙ୍କୁ ପୁଷ୍ପଗୁଛ, ଭତରୀ ଓ ମାନପତ୍ର ଦେଇ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧି ପ୍ରତିଭାସମ୍ମାନ-୨୦୨୬ ରେ ରାଜ୍ୟସଭାପତି ସତ୍ୟବ୍ରତ ନାୟକ ସମ୍ମାନିତ କରି ତାର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ ।

ଉଲ୍ଲସିତ, ପ୍ରଶଂସା ପତ୍ର ସହ ଓଡ଼ିଶା ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରାଜ୍ୟ ସଭାପତି ସମ୍ମାନିତ କଲେ ଏବଂ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରାଣନାଥ ବେହୁରା, ବିଭୂତି କୁମାର ଜେନା, ମିର ଅବୁବକର ସିଦ୍ଧିକ୍, ପ୍ରକାଶ ଚନ୍ଦ୍ର ନାୟକ, ସଞ୍ଜୟ ମହାନ୍ତି, ସମ୍ବିର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ଓମାନ ତଟୀୟ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୧୪ ଭାରତୀୟ ନାଗରିକ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି
  • ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ
  • ନାରୀ ସମ୍ମାନ କାହିଁ?, ବିଜେପି ସରକାର ଉପରେ ବର୍ଷିଲେ ନବୀନ
  • ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ
  • ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ, ମେଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In