• About Us
  • Contact Us
Thursday, June 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପାରିବାରିକ କଳହକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ

by Voice of Victims
June 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପାରିବାରିକ କଳହକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ

ରଣପୁର,୧୭/୦୬ : ପାରିବାରିକ କଳହକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣୀକିଲୋ ନୂଆ ସାହି ଗ୍ରାମରେ ଦୀର୍ଘ ଦିନ ଧରି ଜମି ବାଡି ବିବାଦକୁ କେନ୍ଦ୍ର ହରିହର ମାର୍ଥାଙ୍କ ବଡ ପୁଅ ବିଜୟ ମାର୍ଥା ୩୩ ବର୍ଷ ସାନ ପୁଅ ଅଜୟ ମାର୍ଥା ୩୧ ବର୍ଷଙ୍କ ମଧ୍ୟରେ ବିବାଦ ଲାଗିଥିଲା। ତେବେ ବୁଧ ବାର ଦିନ ଅପରାହ୍ନ ସମୟରେ ବିଜୟ ମଦ୍ୟ ପାନ କରି ଏକ ଟେକା ଫିଙ୍ଗି ଥିଲେ । ଟେକା ଫିଙ୍ଗାକୁ କେନ୍ଦ୍ର କରି ସାନ ଭାଇ ଅଜୟ ପ୍ରଥମେ ଠେଙ୍ଗାରେ ପିଟି ଥିଲେ । ପରେ ବାପା ହରିହର ବେକରେ ଗାମୁଛା ଗୁଡ଼େଇ ମାରି ଦେଇ ଥିବାର ମୃତଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଫାଣ୍ଡି ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାପା ହରିହରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିବା ବେଳେ ସାନ ଭାଇ ଅଜୟ ଘଟଣା ସ୍ଥଳରୁ ଫେରାର ରହିଛି । ଖବର ଲେଖିବା ସମୟରେ ପରିବାର ପକ୍ଷରୁ କୌଣସି ଏଫ ଆଇ ଆର ଦିଆ ଯାଇନଥିଲା।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ପାରିବାରିକ କଳହକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ
  • ଅବହେଳିତ ଅବସ୍ଥାରେ ମିଶନ ଶକ୍ତି ବଜାର, ପ୍ରଶାସନ ଏଠି ନିରବଦ୍ରଷ୍ଟା
  • ଏ ବର୍ଷ ନୁହେଁ ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି, ସୂଚନା ଦେଲେ SCERT ନିର୍ଦ୍ଦେଶିକା
  • SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ଶିକ୍ଷକ ନିଲମ୍ବିତ
  • ଭାରତରେ ଶସ୍ତା ହେବ କି ଡିଜେଲ ଏବଂ ପେଟ୍ରୋଲ?: ବିବୃତ୍ତି ଜାରି କଲେ ଭାରତ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In