• About Us
  • Contact Us
Friday, July 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବହୁ ବର୍ଷ ପରେ ବନ୍ଦ୍ କୋଠରୀରୁ ଉଦ୍ଧାର ହେଲା ଦୁଇ ଜୀଵନ

by Voice of Victims
July 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବହୁ ବର୍ଷ ପରେ ବନ୍ଦ୍ କୋଠରୀରୁ ଉଦ୍ଧାର ହେଲା ଦୁଇ ଜୀଵନ

ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସମସ୍ତ ଅଧିକାରୀଙ୍କୁ ଅନେକ ଅନେକ ଧନ୍ୟବାଦ, ଯାହାହେଉ ଅଭିଯୋଗ କରିବାର ୨ଘଣ୍ଟା ମଧ୍ୟରେ ପିଲା ଦୁଇ ଜଣ ଙ୍କୁ ଉଦ୍ଧାର କରାଗଲା, ସୂଚାନା ଯୋଗ୍ୟ ଯେ ବୟସ ୧୨ ବର୍ଷ ୯ବର୍ଷ କୋମଳ ମତି ଶିଶୁ, ଦୁଇ ଜଣ ଭାଇ ଓ ଭଉଣୀ , ଦୀର୍ଘ ଦିନ ଧରି, ଶିକ୍ଷା, ସୁରକ୍ଷା, ଅଧିକାର ପାଇବାରୁ ବଞ୍ଚିତ ହୋଇ ଥିଲେ । ଏହି ଘଟଣା ଦେଖି ବାକୁ ମିଳିଥିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍ , ସୋରଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ା ଗ୍ରାମରେ , ବାପ ଦାଦନ ଖଟିବାକୁ ବାହାର କୁ ଯାଇଛି, ମା ମରିଯାଇଛି। ଜେଜେ ବାପା,ଜେଜେ ମା ପାଖରେ ରହୁଛନ୍ତି ଦୁଇ ପିଲା , କିନ୍ତୁ ଦୁଃଖର ବିଷୟ ଜେଜେ ମା ମାନସିକ ରୋଗୀ ହୋଇ ଥିବାରୁ ପିଲା ଦୁଇ ଜଣଙ୍କର ଯତ୍ନ ନେଇପାରୁ ନାହାଁନ୍ତି , ସେଥି ପାଇଁ ଜେଜେ ବାପା ସେଇ ଦୁଇ ପିଲାଙ୍କୁ ଘରେ କୋଲପ ଦେଇ ବାହାରକୁ ବାହାରି ଯାଆନ୍ତି। ଯାହା ଫଳରେ ସେହି ଦୁଇ ପିଲା ସ୍କୁଲ ମାଟି ମାଡି ନାହାଁନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛ।

Post Views: 130
Share199Tweet125Send
Voice of Victims

Voice of Victims

Recent Posts

  • ବହୁ ବର୍ଷ ପରେ ବନ୍ଦ୍ କୋଠରୀରୁ ଉଦ୍ଧାର ହେଲା ଦୁଇ ଜୀଵନ
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି
  • ଆସୁଛି ଆଉ ଏକ ଲଘୁଚାପ ; ପୁଣି ବର୍ଷିବ
  • ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା
  • ଚେକ୍ ବାଉନ୍ସ ମାମଲା: ପୁଣି ଜେଲକୁ ଯିବେ ରାଜପାଲ ଯାଦବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In