• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ରାଜ୍ୟସଭା ନିର୍ବାଚନ: ୫୬ ଟି ସିଟ୍ ମଧ୍ୟରୁ ନିର୍ଦ୍ବନ୍ଦରେ ଜିତିଲେ ୪୧ ପ୍ରାର୍ଥୀ, ୧୫ ଟି ଆସନ ପାଇଁ ୨୭ ରେ ଭୋଟ୍

by Voice of Victims
February 21, 2024
in ରାଜ୍ୟ
ରାଜ୍ୟସଭା ନିର୍ବାଚନ: ୫୬ ଟି ସିଟ୍ ମଧ୍ୟରୁ ନିର୍ଦ୍ବନ୍ଦରେ ଜିତିଲେ ୪୧ ପ୍ରାର୍ଥୀ, ୧୫ ଟି ଆସନ ପାଇଁ ୨୭ ରେ ଭୋଟ୍

ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ୫୬ ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ବିଶେଷ କଥା ହେଉଛି ନାମ ପ୍ରତ୍ୟାହାରର ଶେଷ ତାରିଖ ପୂର୍ବରୁ ମଧ୍ୟ ୪୧ ଟି ଆସନର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ସରଳ ଶବ୍ଦରେ କହିବାକୁ ଗଲେ, ପ୍ରାର୍ଥୀମାନେ ରାଜ୍ୟସଭାର ୪୧ ଟି ଆସନରେ ନିର୍ଦ୍ବନ୍ଦରେ ଜିତିଛନ୍ତି, ବର୍ତ୍ତମାନ କେବଳ ୧୫ ଟି ସିଟ୍ ବାକି ଅଛି ଯେଉଁଥିରେ ନିର୍ବାଚନ ହେବାକୁ ଯାଉଛି। ପ୍ରକାଶଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ୪୧ ଟି ସିଟ୍ ପାଇଁ କେବଳ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା, ଯାହାଙ୍କର ରାଜ୍ୟସଭାରେ ପହଞ୍ଚିବାର ରାସ୍ତା ସଫା ହୋଇଯାଇଛି।

Post Views: 61
Tags: 41 candidates won in a landslideRajya Sabha Elections: Out of 56 seats
Share200Tweet125Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In