କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଖାନନଗର ସ୍ଥିତ ବୈଷ୍ଣବ ପାଣି ପାର୍କ ଠାରେ ୮୦ ତମ ସ୍ବାଧୀନତା ଦିବସ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ନିମାଇଁ ଜେନା, କିଶୋର ସାଗର, ଶିବାଜୀ ସତ୍ୟ ଷଡ଼ଙ୍ଗୀ, ପ୍ରମୋଦ ଦାଶ, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ସ୍ଵରୂପ ସାହୁ, ଚଣ୍ଡେଶ୍ଵର ବେହେରା, ଆଶିଷ ହାଲଦାର, ଶରତ ପଣ୍ଡା, କୁରେଶ ପାତ୍ର, ସ୍ମୃତିରଞ୍ଜନ ମୁଦୁଲି, ଅରବିନ୍ଦ ପଣ୍ଡା, ରାମଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ସାଗର ନାୟକ, ଶ୍ରୀଧର ପଣ୍ଡା, ବିଶ୍ଵରଞ୍ଜନ ଘଡାଇ, ସନ୍ତୋଷ ରାୟ, ସି ଏଚ୍ ବସନ୍ତା, କୁମୁଦିନୀ ଦ୍ଵିବେଦୀ, ଶୋଭା ଦାସ, କବିତା କରଣ, ଜୟଲକ୍ଷ୍ମୀ ରାଉତରାୟ, ଉଷାରାଣୀ ଜେନା, ରୀତା ପୁହାଣ, ଝୁନାରାଣୀ ବେହେରା, ବାସନ୍ତୀ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ମହେନ୍ଦ୍ର ତ୍ରିପାଠୀ ଓ ତ୍ରିନାଥ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିଶିର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୈଦିକ ଯଜ୍ଞ ସହ ସ୍ବଦେଶୀ ସଂକଳ୍ପ ପାଠ କରାଯାଇଥିଲା।
