• About Us
  • Contact Us
Sunday, August 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା

by Voice of Victims
August 30, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା

ତାମିଲନାଡୁ : ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି । ଏହି ନିଷ୍ପତ୍ତି ପରେ ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ ବଦଳରେ ୩୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି । ମୁଖ୍ୟ ସଚିବ ସାଇ କୁମାର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଗ୍ହ ସଚିବ କେ ମଣିବାସନ ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ହୋଇଥିଲେ । ସମୀକ୍ଷା ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଷ୍ଟାଲିନଙ୍କ ସୁରକ୍ଷାକୁ Z+ ସିକ୍ୟୁରିଟ୍କୁ ହଟାଯାଇ Z ଶ୍ରେଣୀ କରାଯାଇଛି । ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ ବଦଳରେ ୩୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି । Z ଶ୍ରେଣୀ କ୍ୟାଟେଗୋରୀ ସିକ୍ୟୁରିଟି ଅଧିନରେ ସିଆରପିଏଫର କମାଣ୍ଡୋ ସବୁବେଳେ ଷ୍ଟାଲିନଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ଆଇବି ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ଏଭଳି ସୁରକ୍ଷା ଦିଆଯାଇଛି ।

ସିଆରପିଏଫର ୩୩ରୁ ଅଧିକ କମାଣ୍ଡୋ ଷ୍ଟାଲିନଙ୍କ ସୁରକ୍ଷାରେ ୨୪ ଘଣ୍ଟା ନିୟୋଜିତ ରହିବେ । ଏଥିରେ ୧୨ କମାଣ୍ଡୋ ଷ୍ଟାଲିନଙ୍କ ପାଖରେ ରହିବେ । ନିକଟରେ ବିଜୟ ସରକାର ୧୦୦ ଦିନ ପୂରଣ କରିଛନ୍ତି । ଏହି ଅବସରରେ ସରକାରଙ୍କ ଉପଲବ୍ଧିର ରିପୋର୍ଟ କାର୍ଡ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ଚିଫ ଜଷ୍ଟିସଙ୍କ ଭଳି ସରକାରୀ ପଦବୀରେ ଥିବା ଅଫିସରଙ୍କୁ ସୁରକ୍ଷା ସରକାରଙ୍କ ତରଫରୁ ଦିଆଯାଇଥାଏ । ସରକାରଙ୍କ ସିକ୍ୟୁରିଟି ୫ କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଏଥିରେ X, Y, Y+, Z ଏବଂ Z+ କ୍ୟାଟେଗୋରୀ ରହିଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA
  • ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା
  • ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍
  • ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In